ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତାମିଲନାଡୁ ଓ ସୌରାଷ୍ଟ୍ର ସଙ୍ଗମମ (ଏସଟି ସଙ୍ଗମମ) ଶହ ଶହ ବର୍ଷ ପୂର୍ବରୁ ଗୁଜରାଟ ଓ ତାମିଲନାଡୁ ମଧ୍ୟରେ ଗଢି ଉଠିଥିବା ବନ୍ଧନକୁ ମଜବୁତ କରୁଛି ।

କେନ୍ଦ୍ର ରେଳ ଓ ବୟନ ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦ୍ଦୋଶ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି, ସେ ତାମିଲନାଡୁର ସାଲେମ ଠାରେ ଏକ ରୋଡ ଶୋରେ ଗୁଜରାଟ ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜଗଦୀଶ ବିଶ୍ୱକର୍ମାଙ୍କ ସହ ସୌରାଷ୍ଟ୍ର ଓ ତାମିଲ ସଂଗମର ପ୍ରତୀକ ଦାଣ୍ଡିଆ ପ୍ରଦର୍ଶନ ଦେଖିଲି ।

ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“#STSangamam ଶହ ଶହ ବର୍ଷ ପୂର୍ବରୁ ଗୁଜରାଟ ଓ ତାମିଲନାଡୁ ମଧ୍ୟରେ ଗଢି ଉଠିଥିବା ବନ୍ଧନକୁ ମଜବୁତ କରୁଛି ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India car sales to hit 4.7 million in FY26 despite bumps

Media Coverage

India car sales to hit 4.7 million in FY26 despite bumps
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 16, 2026
March 16, 2026

Thoughtful Strength: Balancing Security, Growth, and Autonomy Under PM Modi's Leadership