ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ 25 ଏବଂ 26 କୁ 2ଦିବସୀୟ ଆମେରିକା ଗସ୍ତରେ ଯିବେ । ନିଜ ଗସ୍ତ ଅବସରରେ ଶ୍ରୀ ମୋଦୀ 26 ଜୁନରେ ୱାସିଂଟନ ଡିସିଠାରେ ଭାରତୀୟ ସମୁଦାୟଙ୍କ ସହିତ ମତ୍ତବିନିମୟ କରିବେ । ଯଦି ଆପଣଙ୍କ ପାଖରେ ସମ୍ବୋଧନ ଲାଗି କିଛି ବିଚାର ଏବଂ ଅନ୍ତର୍ଦୃଷ୍ଟି ଅଛି ,ତେବେ ତଳେ ଥିବା ଟିପ୍ପଣୀ ବିଭାଗରେ ସେର କରନ୍ତୁ ,ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ସର୍ବଶ୍ରେଷ୍ଠ ଅନ୍ତର୍ଦୃଷ୍ଟିକୁ ସାମିଲ କରିବେ ।
Published By : Admin |
June 23, 2017 | 14:42 IST
Login or Register to add your comment
Chief Minister of Assam meets Prime Minister
May 30, 2026
Chief Minister of Assam, Shri Himanta Biswa Sarma met Prime Minister, Shri Narendra Modi today in New Delhi.
The Prime Minister’s Office posted on X;
“Chief Minister of Assam, Shri @himantabiswa met Prime Minister @narendramodi.
@CMOfficeAssam”
Chief Minister of Assam, Shri @himantabiswa met Prime Minister @narendramodi.@CMOfficeAssam pic.twitter.com/4Kq1wiERJl
— PMO India (@PMOIndia) May 30, 2026


