ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଓମାନ ଗସ୍ତ ଅବସରରେ 11 ଫେବୃୟାରୀ, ସନ୍ଧ୍ୟା ସମୟରେ ଓମାନର ସବୁଠୁ ବଡ଼ ସୁଲତାନ କାବ୍ବସ ସ୍ପୋର୍ଟ୍ସ କମ୍ପ୍ଲେକ୍ସରେ ଏକ ସାମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।
ଯଦି ଆପଣଙ୍କ ପାଖରେ ପ୍ରଧାନମନ୍ତ୍ରୀଙ୍କ ସାମୁଦାୟିକ କାର୍ଯ୍ୟକ୍ରମ ଲାଗି କିଛି ବିଚାର ଏବଂ ଅନ୍ତର୍ଦୃଷ୍ଟି ଅଛି ,ତେବେ ତଳେ ଦିଆଯାଇଥିବା ଟିପ୍ପଣୀ ବାକ୍ସରେ ସେୟାର କରନ୍ତୁ । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ସର୍ବଶ୍ରେଷ୍ଠ ଅନ୍ତର୍ଦୃଷ୍ଟିକୁ ସାମିଲ କରିପାରନ୍ତି ।