ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାକବି ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କର ୧୦୦ ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ତାଙ୍କର ୧୦୦ ତମ ପୂଣ୍ୟ ତିଥିରେ ସୁବ୍ରମଣ୍ୟମ ଭାରତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ସମୃଦ୍ଧ ଜ୍ଞାନ, ଆମ ଦେଶ ପାଇଁ ବହୁମୁଖୀ ଅବଦାନ, ସାମାଜିକ ନ୍ୟାୟ ଏବଂ ମହିଳା ସଶକ୍ତିକରଣ ଉପରେ ଉତ୍ତମ ଆଦର୍ଶକୁ ମନେ ପକାଉ । ଡିସେମ୍ବର ୨୦୨୦ ରେ ମୁଁ ଏଠାରେ ତାଙ୍କ ଉପରେ ଏକ ବକ୍ତୃକ୍ତା ପ୍ରଦାନ କରିଥିଲି ।

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
What is the ‘Call Before u Dig’ application launched by PM Modi?

Media Coverage

What is the ‘Call Before u Dig’ application launched by PM Modi?
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 23, 2023
March 23, 2023
ସେୟାର
 
Comments

People's Padma: A Testament to PM Modi's Commitment to Recognizing Indians and Their Efforts