ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡିଶାର କୋରାପୁଟଠାରେ ଘଟିଥିବା ସଡକ ଦୁର୍ଘଟଣାରେ ମୃତକଙ୍କ ଲାଗି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଓଡିଶାର କୋରାପୁଟ ସଡକ ଦୁର୍ଘଟଣାରେ ନିଜର ପ୍ରିୟଜନଙ୍କୁ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ମୋର ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି” ।
My thoughts are with all those who have lost their dear ones in the tragic accident at Koraput, Odisha. I hope those injured recover at the earliest: PM @narendramodi
— PMO India (@PMOIndia) February 1, 2021


