ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ନୁ୍ୟଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନଙ୍କ ଗୁରୁଦ୍ୱାରା ରକବ ଗଞ୍ଜ ସାହିବ ପରିଦର୍ଶନ କରିଛନ୍ତି । ଏହି ଗସ୍ତର କିଛି ଝଲକ ସେୟାର କରି ଶ୍ରୀ ମୋଦୀ କହିଛନ୍ତି,ବିଶ୍ୱବ୍ୟାପୀ ସେବା ଓ ମାନବତା ଦିଗରେ ଶିଖ୍ ସମ୍ପ୍ରଦାୟର ଅତୁଟ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି, “ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ଓ ମୁଁ ଗୁରୁଦ୍ୱାରା ରକବ ଗଞ୍ଜ ସାହିବ ପରିଦର୍ଶନ କରିଲୁ । ଏହା  ଗଭୀର ବିଶ୍ୱାସ ଓ ଇତିହାସ ସହ ଜଡ଼ିତ ଏକ ସ୍ଥାନ । ବିଶ୍ୱବ୍ୟାପୀ ସେବା ଓ ମାନବତା ଦିଗରେ ଶିଖ୍ ସମ୍ପ୍ରଦାୟର ଅତୁଟ ପ୍ରତିବଦ୍ଧତା ବାସ୍ତବରେ ପ୍ରଶଂସନୀୟ ।

@chrisluxonmp” ।

“ଗୁରୁଦ୍ୱାରା ରକବ ଗଞ୍ଜ ସାହିବର ଅଧିକ କିଛି ଝଲକ ।

@chrisluxonmp.”

 

 

“Some more glimpses from Gurdwara Rakab Ganj Sahib.

@chrisluxonmp”

 

“ਪ੍ਰਧਾਨ ਮੰਤਰੀ ਕ੍ਰਿਸਟੋਫਰ ਲਕਸਨ ਅਤੇ ਮੈਂ ਗੁਰਦੁਆਰਾ ਰਕਾਬ ਗੰਜ ਸਾਹਿਬ ਗਏ, ਜੋ ਕਿ ਡੂੰਘੀ ਸ਼ਰਧਾ ਅਤੇ ਇਤਿਹਾਸ ਦਾ ਸਥਾਨ ਹੈ। ਸੇਵਾ ਅਤੇ ਮਨੁੱਖਤਾ ਦੇ ਪ੍ਰਤੀ ਸਿੱਖ ਭਾਈਚਾਰੇ ਦੀ ਅਟੁੱਟ ਪ੍ਰਤੀਬੱਧਤਾ ਸੱਚਮੁੱਚ ਦੁਨੀਆ ਭਰ ਵਿੱਚ ਸ਼ਲਾਘਾਯੋਗ ਹੈ।“

 

ਗੁਰਦੁਆਰਾ ਰਕਾਬ ਗੰਜ ਸਾਹਿਬ ਤੋਂ ਕੁਝ ਹੋਰ ਝਲਕੀਆਂ।

@chrisluxonmp

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India develops first indigenous expendable turbo jet engine in 350 kg thrust class

Media Coverage

India develops first indigenous expendable turbo jet engine in 350 kg thrust class
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 27, 2026
July 27, 2026

Viksit Bharat in Motion: Indigenous Warships, Deepwater Energy, Transparent Exams & Cultural Revival