ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳା କ୍ରିକେଟ୍ ଦଳର ସଦସ୍ୟମାନଙ୍କୁ ବର୍ମିଂହାମରେ ସିଡବ୍ଲ୍ୟୁଜି ୨୦୨୨ ରେ ରୌପ୍ୟ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“କ୍ରିକେଟ୍ ଏବଂ ଭାରତ ଅବିଚ୍ଛେଦ୍ୟ । ଆମର ମହିଳା କ୍ରିକେଟ୍ ଦଳ ସିଡବ୍ଲ୍ୟୁଜିରେ ଉତ୍କୃଷ୍ଟ କ୍ରିକେଟ୍ ଖେଳିଥିଲେ ଏବଂ ସେମାନେ ସମ୍ମାନଜନକ ରୌପ୍ୟ ପଦକ ଆଣିଛନ୍ତି । କ୍ରିକେଟ୍ ରେ ପ୍ରଥମ ସିଡବ୍ଲ୍ୟୁଜି ପଦକ ହୋଇଥିବାରୁ ଏହା ସର୍ବଦା ସ୍ୱତନ୍ତ୍ର ରହିବ । ଦଳର ସମସ୍ତ ସଦସ୍ୟଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s continuing tradition of celebrating its teachers

Media Coverage

India’s continuing tradition of celebrating its teachers
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 5, 2026
September 05, 2026

The New Indian Equation: Policy + People = Tangible Progress Under PM Modi