ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ଇସ୍ରାଏଲର ଜନସାଧାରଣ ଏବଂ ବିଶ୍ୱବ୍ୟାପୀ ସମସ୍ତ ଇହୁଦୀ ସମ୍ପ୍ରଦାୟଙ୍କୁ ରୋଶ ହଶନାହର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଶାନା ତୋବା!

ବନ୍ଧୁ ପ୍ରଧାନମନ୍ତ୍ରୀ @netanyahu, ଇସ୍ରାଏଲର ଜନସଧାରଣ ଏବଂ ବିଶ୍ୱବ୍ୟାପୀ ସମସ୍ତ ଇହୁଦୀ ସମ୍ପ୍ରଦାୟଙ୍କୁ #RoshHashanahର ହାର୍ଦ୍ଦିକ ଶୁଭେଚ୍ଛା । ନୂତନ ବର୍ଷ ପ୍ରତ୍ୟେକଙ୍କ ପାଇଁ ଶାନ୍ତି, ଆଶା ଏବଂ ଉତ୍ତମ ସ୍ୱାସ୍ଥ୍ୟର ବର୍ଷ ହେଉ ବୋଲି କାମନା କରୁଛି ।”

 

 

שנה טובה"!

לרגל חג #ראש השנה, אני מאחל ברכות חמות לידידי ראש הממשלה @netanyahu, לעם ישראל ולכל הקהילה היהודית בעולם. שתהיה שנה טובה ומלאת שלום, תקווה ובריאות." 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi