ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀଙ୍କୁ ପବିତ୍ର ମହାଳୟା ଅବସରରେ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଦୁର୍ଗାପୂଜାର ପବିତ୍ର ଦିନଗୁଡିକ ନିକଟତର ହେବା ସହିତ, ଆମର ଜୀବନ ଆଲୋକ ଏବଂ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ହେଉ । ମା’ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଅପାର ଶକ୍ତି, ଅସୀମ ଆନନ୍ଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।”
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସମସ୍ତଙ୍କୁ ପବିତ୍ର ମହାଳୟାର ଶୁଭେଚ୍ଛା! ଦୁର୍ଗାପୂଜାର ପବିତ୍ର ଦିନଗୁଡିକ ନିକଟତର ହେବା ସହିତ, ଆମର ଜୀବନ ଆଲୋକ ଏବଂ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ହେଉ । ମା’ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଅପାର ଶକ୍ତି, ଅସୀମ ଆନନ୍ଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।”
Wishing you all Shubho Mahalaya! As the sacred days of Durga Puja draw near, may our lives be filled with light and purpose. May the divine blessings of Maa Durga bring unwavering strength, lasting joy and wonderful health.
— Narendra Modi (@narendramodi) September 21, 2025


