ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ରାଷ୍ଟ୍ରପତି ମହାମହିମ ଅନୁରା କୁମାରା ଦିଶାନାୟକେଙ୍କ ସହ ଅନୁରାଧାପୁରସ୍ଥିତ ପବିତ୍ର ଜୟା ଶ୍ରୀ ମହାବୋଧି ମନ୍ଦିର ପରିଦର୍ଶନ କରିବା ସହ ପୂଜନୀୟ ମହାବୋଧି ବୃକ୍ଷର ପୂଜାର୍ଚ୍ଚନା କରିଛନ୍ତି ।

 

ଏହା ବିଶ୍ୱାସ ଅଛି କି ଏହି ବୃକ୍ଷ ବୋ ଚାରାରୁ ବିକଶିତ ହୋଇଛି, ଯାହାକୁ କି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସଙ୍ଗମିତା ମହାଥେରି ଭାରତରୁ ଶ୍ରୀଲଙ୍କାକୁ ଆଣିଥିଲେ । ଏହି ମନ୍ଦିର ଏକ ମଜବୁତ ସଭ୍ୟତାଗତ ସମ୍ପର୍କର ପ୍ରମାଣ ଯାହାକି ଭାରତ-ଶ୍ରୀଲଙ୍କା ମଧ୍ୟରେ ଥିବା ଘନିଷ୍ଠ ସହଭାଗିତାର ମୂଳଭିତ୍ତି ।

 

Offered prayers at the sacred Jaya Sri Maha Bodhi in Anuradhapura with President Dissanayake. It’s a deeply humbling moment to be at one of the most revered sites in Buddhism. It is a living symbol of peace, enlightenment and spiritual continuity. May the teachings of Lord Buddha… pic.twitter.com/sUJ0AG7E5C

— Narendra Modi (@narendramodi) April 6, 2025

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Reforms, agile economic management bearing fruit: FM on 7.8% Q1 GDP growth

Media Coverage

Reforms, agile economic management bearing fruit: FM on 7.8% Q1 GDP growth
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.