ରାଜସ୍ଥାନର ପୋଖରାନରେ 'ଭାରତ ଶକ୍ତି' ଅଭ୍ୟାସ ଦେଖିବେ ପ୍ରଧାନମନ୍ତ୍ରୀ
'ଭାରତ ଶକ୍ତି' - ଏକ ତ୍ରି - ସେବା ଫାୟାରିଂ ଏବଂ କୌଶଳ ଅଭ୍ୟାସ – ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଦେଶର ଦୃଢ଼ ଅଗ୍ରଗତିର ଉଦାହରଣ
ଅହମ୍ମଦାବାଦରେ ୧,୦୬,୦୦୦ କୋଟି ରୁ ଅଧିକ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ଉତ୍ସର୍ଗୀକୃତ ମାଲ ପରିବହନ କରିଡର ପ୍ରକଳ୍ପର ଏକାଧିକ ପ୍ରମୁଖ ବିଭାଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
୧୦ଟି ନୂଆ ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଦହେଜ ଠାରେ ପେଟ୍ରୋନେଟ୍ ଏଲ୍‌ଏନ୍‌ଜିର ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
କୋଚରବ ଆଶ୍ରମର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ; ସାବରମତୀରେ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନ୍‌ର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ମାର୍ଚ୍ଚ ୧୨ ରେ ଗୁଜରାଟ ଏବଂ ରାଜସ୍ଥାନ ଗସ୍ତ କରିବେ । ସକାଳ ପ୍ରାୟ ୯ଟା ୧୫ ସମୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଠାରେ ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏବଂ ଭିତ୍ତିପ୍ରସ୍ଥର ସ୍ଥାପନ କରିବେ । ଏହା ପରେ , ପୂର୍ବାହ୍ନ ପ୍ରାୟ ୧୦ଟାରେ ପ୍ରଧାନମନ୍ତ୍ରୀ ସାବରମତୀ ଆଶ୍ରମ ପରିଦର୍ଶନ କରିବେ , ଯେଉଁଠାରେ ସେ କୋଚରବ ଆଶ୍ରମର ଉଦଘାଟନ କରିବେ ଏବଂ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନର ଶୁଭାରମ୍ଭ କରିବେ । ଏହାପରେ ରାତି ପ୍ରାୟ ୧ଟା ୪୫ମିନିଟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ପୋଖରାନ ଠାରେ ତ୍ରିସେବା ଲାଇଭ୍ ଫାୟାର ଏବଂ କୌଶଳ ଅଭ୍ୟାସ ଆକାରରେ ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟର ସମନ୍ୱିତ ପ୍ରଦର୍ଶନ 'ଭାରତ ଶକ୍ତି'କୁ ଦେଖିବେ ।

ପୋଖରାନରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ରାଜସ୍ଥାନର ପୋଖରାନ୍ ଠାରେ ତ୍ରିସେବା ଲାଇଭ୍ ଫାୟାର ଏବଂ କୌଶଳ ଅଭ୍ୟାସ ଆକାରରେ ସ୍ୱଦେଶୀ ପ୍ରତିରକ୍ଷା ସାମର୍ଥ୍ୟର ସମନ୍ୱିତ ପ୍ରଦର୍ଶନ ଦେଖିବେ ।

'ଭାରତ ଶକ୍ତି' ଅଭ୍ୟାସରେ ଦେଶର ଆତ୍ମନିର୍ଭରଶୀଳତା ଅଭିଯାନକୁ ଆଧାର କରି ବିଭିନ୍ନ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ଏବଂ ପ୍ଲାଟଫର୍ମ ପ୍ରଦର୍ଶିତ ହେବ । ଏହା ସ୍ଥଳ, ଆକାଶ, ସମୁଦ୍ର, ସାଇବର ଏବଂ ମହାକାଶ କ୍ଷେତ୍ରରେ ବିପଦର ମୁକାବିଲା ପାଇଁ ଭାରତୀୟ ସଶସ୍ତ୍ର ବାହିନୀର ସମନ୍ୱିତ ପରିଚାଳନା କ୍ଷମତା ପ୍ରଦର୍ଶନ କରୁଥିବା ବାସ୍ତବବାଦୀ, ସମନ୍ୱିତ, ମଲ୍ଟି ଡୋମେନ୍ ଅପରେସନକୁ ଅନୁକରଣ କରିବ ।

ଏହି ଅଭ୍ୟାସରେ ଅଂଶଗ୍ରହଣ କରୁଥିବା ପ୍ରମୁଖ ଉପକରଣ ଏବଂ ଅସ୍ତ୍ରପ୍ରଣାଳୀ ମଧ୍ୟରେ ଟି-୯୦ (ଆଇଏମ୍‌) ଟ୍ୟାଙ୍କ, ଧନୁଷ ଏବଂ ସାରଙ୍ଗ ଗନ୍ ସିଷ୍ଟମ୍‌, ଆକାଶ ଅସ୍ତ୍ର ଶସ୍ତ୍ର ବ୍ୟବସ୍ଥା, ଲଜିଷ୍ଟିକ୍ ଡ୍ରୋନ୍‌, ରୋବୋଟିକ୍ ମ୍ୟୁଲ୍ସ, ଆଧୁନିକ ହାଲୁକା ହେଲିକପ୍ଟର (ଏଏଲ୍‌ଏଚ୍‌) ଏବଂ ମାନବବିହୀନ ଆକାଶ ଯାନର ଏକ ସାରଣୀ ଅନ୍ତର୍ଭୁକ୍ତ, ଯାହା ଅତ୍ୟାଧୁନିକ ସ୍ଥଳ ଯୁଦ୍ଧ ଏବଂ ଆକାଶମାର୍ଗରୁ ନିରୀକ୍ଷଣ କ୍ଷମତା ପ୍ରଦର୍ଶନ କରିଥାଏ ।

ଭାରତୀୟ ନୌସେନା ପକ୍ଷରୁ ନୌସେନାର ଜାହାଜ ନିରୋଧୀ କ୍ଷେପଣାସ୍ତ୍ର, ସ୍ୱୟଂଶାସିତ ମାଲ୍ ବହନକାରୀ ଆକାଶ ଯାନ ଏବଂ ବ୍ୟୟବହୁଳ ଆକାଶ ମାର୍ଗ ପ୍ରଦର୍ଶିତ କରାଯିବ, ଯେଉଁଥିରେ ସାମୁଦ୍ରିକ ଶକ୍ତି ଏବଂ ବୈଷୟିକ ଜ୍ଞାନକୌଶଳ ଉପରେ ଆଲୋକପାତ କରାଯିବ । ଭାରତୀୟ ବାୟୁସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢୁଆ ବିମାନ ତେଜସ, ଲାଇଟ୍ ୟୁଟିଲିଟି ହେଲିକପ୍ଟର ଏବଂ ଆଧୁନିକ ହାଲୁକା  ହେଲିକପ୍ଟର ମୁତୟନ କରିବ, ଯାହା କି ଆକାଶ ମାର୍ଗରେ ଚଳାଚଳରେ ଶ୍ରେଷ୍ଠତା ଏବଂ ବହୁମୁଖୀତା ପ୍ରଦର୍ଶନ କରିବ ।

ଘରୋଇ ସମାଧାନ ସହିତ ସମସାମୟିକ ଏବଂ ଭବିଷ୍ୟତର ଆହ୍ୱାନର ମୁକାବିଲା ଏବଂ ସାମନା କରିବା ପାଇଁ ଭାରତର ପ୍ରସ୍ତୁତିର ଏକ ସ୍ପଷ୍ଟ ସଙ୍କେତ ସ୍ୱରୂପ, ଭାରତ ଶକ୍ତି ବିଶ୍ୱ ସ୍ତରରେ ଭାରତର ଘରୋଇ ପ୍ରତିରକ୍ଷା ସାମର୍ଥ୍ୟର ସ୍ଥିରତା, ଅଭିନବତା ଏବଂ ଶକ୍ତି ଉପରେ ଆଲୋକପାତ କରିଛି । ଏହି କାର୍ଯ୍ୟକ୍ରମ ଭାରତୀୟ ସଶସ୍ତ୍ର ବାହିନୀର ଶକ୍ତି ଏବଂ ପରିଚାଳନା ଦକ୍ଷତା ଏବଂ ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପର କୌଶଳ ଏବଂ ପ୍ରତିବଦ୍ଧତାକୁ ପ୍ରଦର୍ଶନ କରି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଦିଗରେ ଦେଶର ଦୃଢ଼ ଅଗ୍ରଗତିର ଉଦାହରଣ ।

ଅହମ୍ମଦାବାଦରେ ପ୍ରଧାନମନ୍ତ୍ରୀ

ରେଳ ଭିତ୍ତିଭୂମି, ଯୋଗାଯୋଗ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ଥିବା ଡିଏଫସିର ପରିଚାଳନା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ୧,୦୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ରେଳ ଓ ପେଟ୍ରୋକେମିକାଲ୍ସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ରେଳ କର୍ମଶାଳା, ଲୋକୋ ସେଡ୍‌, ପିଟ୍ ଲାଇନ୍‌ / କୋଚିଂ ଡିପୋ ; ଫାଲ୍ଟନ୍ - ବାରାମତୀ ନୂଆ ଲାଇନ୍ ; ଇଲେକ୍ଟ୍ରିକ୍ ଟ୍ରାକ୍ସନ୍ ସିଷ୍ଟମ୍ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ଏବଂ ପୂର୍ବ ଡିଏଫସିର ନ୍ୟୁ ଖୁର୍ଜାରୁ ସାହାନେୱାଲ (୪୦୧ ରୁଟ୍ କିଲୋମିଟର) ସେକ୍ସନ ଏବଂ ପଶ୍ଚିମ ଡିଏଫସିର ନ୍ୟୁ ମକରପୁରାରୁ ନ୍ୟୁ ଘୋଲୱାଡ ସେକ୍ସନ (୨୪୪ ରୁଟ୍ କିଲୋମିଟର) ମଧ୍ୟରେ ଉତ୍ସର୍ଗୀକୃତ ମାଲ ପରିବହନ କରିଡରର ଦୁଇଟି ନୂତନ ବିଭାଗ ; ଅହମ୍ମଦାବାଦସ୍ଥିତ ପଶ୍ଚିମ ଡିଏଫସିର ପରିଚାଳନା ନିୟନ୍ତ୍ରଣ କେନ୍ଦ୍ର (ଓସିସି)  କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଅହମ୍ମଦାବାଦ - ମୁମ୍ବାଇ ସେଣ୍ଟ୍ରାଲ, ସିକନ୍ଦରାବାଦ - ବିଶାଖାପାଟଣା, ମଇସୁରୁ – ଡିଆର୍ ଏମଜିଆର ସେଣ୍ଟ୍ରାଲ (ଚେନ୍ନାଇ), ପାଟନା - ଲକ୍ଷ୍ନୌ, ନ୍ୟୁ ଜଳପାଇଗୁଡି - ପାଟନା, ପୁରୀ - ବିଶାଖାପାଟଣା, ଲକ୍ଷ୍ନୌ - ଡେରାଡୁନ୍‌, କଲବୁର୍ଗି - ସାର୍ ଏମ୍ ବିଶ୍ୱେଶ୍ୱରୟା ଟର୍ମିନାଲ ବେଙ୍ଗାଲୁରୁ, ରାଞ୍ଚି- ବାରଣାସୀ, ଖଜୁରାହୋ - ଦିଲ୍ଲୀ (ନିଜାମୁଦ୍ଦିନ)କୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ୪ଟି ବନ୍ଦେ ଭାରତ ଟ୍ରେନ୍‌ର  ସମ୍ପ୍ରସାରଣକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ, ଯାହା ମଧ୍ୟରେ ରହିଛି  ଅହମ୍ମଦାବାଦ - ଜାମନଗର ବନ୍ଦେ ଭାରତକୁ ଦ୍ୱାରକା  ପର୍ଯ୍ୟନ୍ତ ବୃଦ୍ଧି , ଆଜମେର - ଦିଲ୍ଲୀ ସରାଇ ରୋହିଲ୍ଲା ବନ୍ଦେ ଭାରତକୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି, ଗୋରଖପୁର - ଲକ୍ଷ୍ନୌ ବନ୍ଦେ ଭାରତକୁ ପ୍ରୟାଗରାଜ ଏବଂ ତିରୁବନନ୍ତପୁରମ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି- କାସରଗୋଡ ବନ୍ଦେ ଭାରତକୁ ମାଙ୍ଗାଲୁରୁ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି; ଏବଂ ଆସାନସୋଲ ଏବଂ ହଟିଆ ଏବଂ ତିରୁପତି ଏବଂ କୋଲ୍ଲାମ ଷ୍ଟେସନ ମଧ୍ୟରେ ଦୁଇଟି ନୂତନ ଯାତ୍ରୀବାହୀ ଟ୍ରେନ୍ ରହିଛି ।

ପ୍ରଧାନମନ୍ତ୍ରୀ ବିଭିନ୍ନ ସ୍ଥାନ- ନ୍ୟୁ ଖୁର୍ଜା ଜଙ୍କସନ୍‌, ସାହାନେୱାଲ, ନ୍ୟୁ ରେୱାରି, ନ୍ୟୁ କିଶନଗଡ଼, ନ୍ୟୁ ଘୋଲୱାଡ ଏବଂ ନ୍ୟୁ ମକରପୁରାରୁ ଉତ୍ସର୍ଗୀକୃତ ମାଲବାହୀ କରିଡରରେ ମାଲବାହୀ ଟ୍ରେନଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ପ୍ରଧାନମନ୍ତ୍ରୀ ରେଳ ଷ୍ଟେସନରେ ୫୦ଟି ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଜନ ଔଷଧି କେନ୍ଦ୍ରଗୁଡ଼ିକ ଲୋକଙ୍କୁ ସୁଲଭ ଏବଂ ଗୁଣାତ୍ମକ ଜେନେରିକ ଔଷଧ ପ୍ରଦାନ କରିବ ।

ପ୍ରଧାନମନ୍ତ୍ରୀ ୫୧ଟି ଗତି ଶକ୍ତି ମଲ୍ଟି ମୋଡାଲ କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଟର୍ମିନାଲଗୁଡ଼ିକ ପରିବହନର ବିଭିନ୍ନ ମାଧ୍ୟମ ମଧ୍ୟରେ ମାଲ୍‌ର ନିରବଚ୍ଛିନ୍ନ ପରିବହନକୁ ପ୍ରୋତ୍ସାହିତ କରିବ ।

ପ୍ରଧାନମନ୍ତ୍ରୀ ୮୦ଟି ବିଭାଗରେ ୧୦୪୫ ରୁଟ୍ କିଲୋମିଟର ସ୍ୱୟଂଚାଳିତ ସିଗନାଲିଂକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ଉନ୍ନତିକରଣ ଦ୍ୱାରା ଟ୍ରେନ୍ ଚଳାଚଳର ନିରାପତ୍ତା ଏବଂ ଦକ୍ଷତା ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ୨୬୪୬ ଟି ଷ୍ଟେସନରେ ରେଳ ଷ୍ଟେସନର ଡିଜିଟାଲ ନିୟନ୍ତ୍ରଣକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ଦ୍ୱାରା ଟ୍ରେନର ପରିଚାଳନା ଦକ୍ଷତା ଏବଂ ନିରାପତ୍ତାରେ ଉନ୍ନତି ଆସିବ ।

ପ୍ରଧାନମନ୍ତ୍ରୀ ୩୫ଟି ରେଳ କୋଚ୍ ରେଷ୍ଟୁରାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ରେଳ କୋଚ୍ ରେଷ୍ଟୁରାଣ୍ଟର ଲକ୍ଷ୍ୟ ରେଳବାଇ ପାଇଁ ଅଣ ଭଡ଼ା ରାଜସ୍ୱ ସୃଷ୍ଟି କରିବା ସହିତ ଯାତ୍ରୀ ଏବଂ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ।

ପ୍ରଧାନମନ୍ତ୍ରୀ ୧୫୦୦ରୁ ଅଧିକ ଗୋଟିଏ ଷ୍ଟେସନ ୱାନ୍ ପ୍ରଡକ୍ଟ ଷ୍ଟଲକୁ ଦେଶବ୍ୟାପୀ ସମର୍ପିତ କରିବେ । ଏହି ଷ୍ଟଲଗୁଡ଼ିକ ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ସହ ସ୍ଥାନୀୟ କାରିଗରମାଦଙ୍କ ପାଇଁ  ଏବଂ ବ୍ୟବସାୟ ନିମନ୍ତେ ରୋଜଗାର ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ ୯୭୫ଟି ସ୍ଥାନରେ ସୌର ଶକ୍ତି ଚାଳିତ ଷ୍ଟେସନ / କୋଠାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି ପଦକ୍ଷେପ ଭାରତର ନବୀକରଣୀୟ  ଶକ୍ତି ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବ ଏବଂ ରେଳବାଇର କାର୍ବନ ଫୁଟପ୍ରିଣ୍ଟକୁ ହ୍ରାସ କରିବ ।

ପ୍ରଧାନମନ୍ତ୍ରୀ ଗୁଜରାଟର ଦହେଜ ଠାରେ ୨୦,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପେଟ୍ରୋନେଟ୍ ଏଲଏନଜିର ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବର୍ତ୍ତମାନର ଏଲ୍‌ଏନ୍‌ଜି ରିଗ୍ୟାସିଫିକେସନ୍ ଟର୍ମିନାଲ ନିକଟରେ ପେଟ୍ରୋକେମିକାଲ୍ସ କମ୍ପେ୍ଲକ୍ସ ସ୍ଥାପନ ଫଳରେ ପ୍ରକଳ୍ପର କ୍ୟାପେକ୍ସ ଏବଂ ଓପେକ୍ସ ଖର୍ଚ୍ଚରେ ଯଥେଷ୍ଟ ସଞ୍ଚୟ ହେବ ।

ଏହି ପ୍ରକଳ୍ପ କାର୍ଯ୍ୟନ୍ୱୟନ ରୁ ନିଷ୍ପାଦନ ପର୍ଯ୍ୟାୟ ମଧ୍ୟରେ ୫୦ ହଜାର ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମିଳିବା ସହ କାର୍ଯ୍ୟକ୍ଷମ ପର୍ଯ୍ୟାୟରେ ୨୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବା ସହ ଏହି ଅଞ୍ଚଳରେ ବ୍ୟାପକ ସାମାଜିକ - ଅର୍ଥନୈତିକ ଲାଭ ହେବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇ ରାଜ୍ୟରେ ଏକତା ମଲ୍‌ର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ । ଗୁଜରାଟ ଓ ମହାରାଷ୍ଟ୍ରରେ ପ୍ରାୟ ୪୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ଏକତା ମଲ୍ ଭାରତୀୟ ହସ୍ତତନ୍ତ, ହସ୍ତକଳା, ପାରମ୍ପରିକ ଉତ୍ପାଦ ଏବଂ ଓଡିଓପି ଉତ୍ପାଦର ସମୃଦ୍ଧ ଏବଂ ବିବିଧ ଐତିହ୍ୟକୁ ପାଳନ ଏବଂ ସମର୍ଥନ କରେ । ଏକତା ମଲ୍ ହେଉଛି ଭାରତର ଏକତା ଏବଂ ବିବିଧତାର ପ୍ରତୀକ ଏବଂ ଆମର ପାରମ୍ପରିକ ଦକ୍ଷତା ଏବଂ କ୍ଷେତ୍ରର ବିକାଶ ଏବଂ ସଶକ୍ତିକରଣ ପାଇଁ ଏକ ଉତ୍‌ପ୍ରେରକ ।

ନୂତନ ବିଦ୍ୟୁତିକରଣ ବିଭାଗ ଗୁଡ଼ିକର ଲୋକାର୍ପଣ, ଟ୍ରାକ୍‌ର ଦୋହରୀକରଣ / ମଲ୍ଟି ଟ୍ରାକିଂ, ରେଳ ସାମଗ୍ରୀ ସେଡ୍‌, କର୍ମଶାଳା, ଲୋକୋ ସେଡ୍‌, ପିଟ୍ ଲାଇନ୍ / କୋଚିଂ ଡିପୋ ଆଦି ବିଭିନ୍ନ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉତ୍ସର୍ଗ କରିବେ । ଏହି ପ୍ରକଳ୍ପଗୁଡ଼ିକ ଏକ ଆଧୁନିକ ଏବଂ ସୁଦୃଢ଼ ରେଳ ନେଟୱାର୍କ ନିର୍ମାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପ୍ରମାଣ । ଏହି ନିବେଶ କେବଳ ଯୋଗାଯୋଗରେ ଉନ୍ନତି ଆଣିବ ନାହିଁ ବରଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ସାବରମତୀରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ପୁନଃବିକଶିତ କୋଚରବ ଆଶ୍ରମକୁ ଉଦଘାଟନ କରିବେ । ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବା ପରେ ମହାତ୍ମା ଗାନ୍ଧିଙ୍କ ଦ୍ୱାରା ସ୍ଥାପିତ ଏହା ପ୍ରଥମ ଆଶ୍ରମ ଥିଲା । ଗୁଜରାଟ ବିଦ୍ୟାପୀଠ ଦ୍ୱାରା ଏହାକୁ ଏକ ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳ ଭାବରେ ସଂରକ୍ଷିତ ରଖାଯାଇଛି । ପ୍ରଧାନମନ୍ତ୍ରୀ ଗାନ୍ଧୀ ଆଶ୍ରମ ସ୍ମାରକୀର ମାଷ୍ଟର ପ୍ଲାନ ମଧ୍ୟ ଉନ୍ମୋଚନ କରିବେ ।

ମହାତ୍ମା ଗାନ୍ଧି ଯେଉଁ ଆଦର୍ଶକୁ ନେଇ ଦୃଢ଼ତା ପ୍ରଦର୍ଶନ କରିଥିଲେ, ତାହାକୁ ବଜାୟ ରଖିବା ଏବଂ ତାଙ୍କ ଆଦର୍ଶକୁ ପ୍ରଦର୍ଶିତ କରିବା ଏବଂ ତାଙ୍କୁ ଲୋକଙ୍କ ନିକଟତର କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ରହିଆସିଛି । ଏହି ପ୍ରୟାସରେ ଗାନ୍ଧି ଆଶ୍ରମ ସ୍ମାରକୀ ପ୍ରକଳ୍ପ ମହାତ୍ମା ଗାନ୍ଧୀଙ୍କ ଶିକ୍ଷା ଓ ଦର୍ଶନକୁ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ପୁନର୍ଜୀବିତ କରିବାରେ ସହାୟକ ହେବ । ଏହି ମାଷ୍ଟରପ୍ଲାନ୍ ଅଧୀନରେ ଆଶ୍ରମର ବର୍ତ୍ତମାନର ୫ ଏକର ଜମିକୁ ୫୫ ଏକରକୁ ବୃଦ୍ଧି କରାଯିବ । ୩୬ଟି ବିଦ୍ୟମାନ କୋଠାର ପୁନରୁଦ୍ଧାର କରାଯିବ, ସେଥିମଧ୍ୟରୁ ଗାନ୍ଧୀଙ୍କ ବାସଭବନ ଭାବେ କାର୍ଯ୍ୟ କରୁଥିବା 'ହୃଦୟ କୁଞ୍ଜ' ସମେତ ୨୦ଟି କୋଠାର ସଂରକ୍ଷଣ କରାଯିବ, ୧୩ଟିର ପୁନରୁଦ୍ଧାର କରାଯିବ ଏବଂ ୩ଟି ପୁନଃନିର୍ମାଣ କରାଯିବ ।

ଏହି ମାଷ୍ଟରପ୍ଲାନରେ ନୂତନ କୋଠା ଠାରୁ ଆରମ୍ଭ କରି ପ୍ରଶାସନିକ ସୁବିଧା, ଓରିଏଣ୍ଟେସନ ସେଣ୍ଟର ଭଳି ପର୍ଯ୍ୟଟକ ସୁବିଧା, ଚରଖା ବୁଣା ଉପରେ ଭାବବିନିମୟ କର୍ମଶାଳା, ହାତ ତିଆରି କାଗଜ, କପା ବୁଣା ଓ ଚମଡ଼ା କାମ ଏବଂ ଜନସେବା ସୁବିଧା ରହିଛି । ଏହି କୋଠା ଗୁଡ଼ିକରେ ଗାନ୍ଧିଜୀଙ୍କ ଜୀବନର ଦିଗ ତଥା ଆଶ୍ରମର ପରମ୍ପରାକୁ ପ୍ରଦର୍ଶିତ କରିବା ପାଇଁ ଆକର୍ଷଣୀୟ ପ୍ରଦର୍ଶନୀ ଏବଂ କାର୍ଯ୍ୟକଳାପ ରହିବ ।

ଗାନ୍ଧିଜୀଙ୍କ ବିଚାରର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରସାର ପାଇଁ ଏକ ପାଠାଗାର ଏବଂ ଅଭିଲେଖାଗାର କୋଠା ନିର୍ମାଣ କରିବାକୁ ମଧ୍ୟ ମାଷ୍ଟରପ୍ଲାନ୍‌ରେ ପରିକଳ୍ପନା କରାଯାଇଛି । ଏହା ଦ୍ୱାରା ଆଶ୍ରମର ପାଠାଗାର ଓ ଅଭିଲେଖାଗାରକୁ ବ୍ୟବହାର କରିବା ପାଇଁ ବୁଲିବାକୁ ଆସିଥିବା ବିଦ୍ୱାନ ମାନଙ୍କ ପାଇଁ ସୁବିଧା ମଧ୍ୟ ସୃଷ୍ଟି ହେବ । ଏହି ପ୍ରକଳ୍ପ ଏକ ବ୍ୟାଖ୍ୟା କେନ୍ଦ୍ର ନିର୍ମାଣ କରିବାରେ ସକ୍ଷମ ହେବ ଯାହା ପର୍ଯ୍ୟଟକମାନଙ୍କୁ ବିଭିନ୍ନ ଆଶା ଏବଂ ଏକାଧିକ ଭାଷାରେ ମାର୍ଗଦର୍ଶନ କରିପାରିବ ଏବଂ ସେମାନଙ୍କ ଅନୁଭୂତିକୁ ସାଂସ୍କୃତିକ ଏବଂ ବୌଦ୍ଧିକ ଭାବରେ ଅଧିକ ଉତ୍ସାହଜନକ ଏବଂ ସମୃଦ୍ଧ କରିପାରିବ ।

ଏହି ସ୍ମାରକୀ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଭାବରେ କାର୍ଯ୍ୟ କରିବ, ଗାନ୍ଧୀବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ ଏବଂ ଟ୍ରଷ୍ଟିସିପ୍ ସିଦ୍ଧାନ୍ତ ଦ୍ୱାରା ଅବଗତ ପ୍ରକ୍ରିୟା ମାଧ୍ୟମରେ ଗାନ୍ଧୀବାଦୀ ମୂଲ୍ୟବୋଧର ସାରକୁ ଜୀବନ୍ତ କରିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India stands tall in shaky world economy as Fitch lifts FY26 growth view to 7.5%

Media Coverage

India stands tall in shaky world economy as Fitch lifts FY26 growth view to 7.5%
NM on the go

Nm on the go

Always be the first to hear from the PM. Get the App Now!
...
Barak Valley will become a major logistics and trade hub for the North East: PM Modi in Silchar, Assam
March 14, 2026
Today, North-East India is the center of India’s Act East Policy; It is becoming a bridge that connects India with South-East Asia: PM
The farmers of Barak Valley and tea garden workers have made a significant contribution to Assam’s development; the Government is continuously working for farmers’ welfare: PM
We consider border villages as the nation’s first villages; the next phase of the Vibrant Village Programme was launched from Cachar district to boost development in several Barak Valley villages as well: PM

भारत माता की जय।

भारत माता की जय।

भारत माता की जय।

प्रानोप्रिय बोराक उपत्यकार, सम्मानित नागरिकवृंद, आपनादेर शोबाई के आमार प्रोणाम जानाई।

राज्य के लोकप्रिय मुख्यमंत्री हिमंता बिस्वा सरमा जी, केंद्रीय मंत्रिमंडल में मेरे साथी सर्बानंद सोनोवाल जी, उपस्थित राज्य सरकार के मंत्रीगण, जनप्रतिनिधिगण और मेरे प्यारे भाईयों और बहनों।

संस्कृति, साहस और जीवंतता से भरपूर बराक वैली के आप सभी परिवारजनों के बीच आना बहुत विशेष अनुभव रहता है। सिलचर को तो बराक घाटी का गेटवे कहा जाता है। ये वो जगह है जहां इतिहास, भाषा, संस्कृति और उद्यम ने मिलकर अपनी एक विशेष पहचान बनाई है। यहां बांग्ला बोली जाती है, असमिया की गूँज सुनाई देती है और अन्य जनजातीय परंपराएं भी फुलती-फलती हैं। यहां इतनी विविधता को अपनी ताकत बनाकर आप सभी भाईचारे के साथ, सद्भाव के साथ, इस पूरे क्षेत्र का विकास कर रहे हैं। ये बराक वैली का बहुत बड़ा सामर्थ्य है

साथियों,

बराक नदी के उपजाऊ मैंदानों ने, यहां के चाय बागानों ने, यहां के किसानों को, यहां के ट्रेड रूट्स को, एजुकेशन सेंटर्स को हमेशा प्रोत्साहित किया है। ये क्षेत्र असम ही नहीं, पूरे नॉर्थ ईस्ट और पश्चिम बंगाल को भी कनेक्ट करता है। बराक घाटी के इसी महत्व को 21वीं सदी में और अधिक सशक्त करने के लिए मैं आज आपके बीच आया हूं, आपके आशीर्वाद लेने आया हूं। थोड़ी देर पहले यहां बराक वैली की कनेक्टिविटी से जुड़े, नॉर्थ ईस्ट की कनेक्टिविटी से जुड़े, हजारों करोड़ रूपये के प्रोजेक्ट्स का शिलान्यास और लोकार्पण हुआ है। रोड़ हो, रेल हो, एग्रीकल्चर कॉलेज हो, ऐसे हर प्रोजेक्ट्स से बराक वैली नॉर्थ ईस्ट का एक बड़ा लॉजिस्टिक और ट्रेड हब बनने जा रहा है। इससे यहां के नौजवानों के लिए रोजगार के, स्वरोजगार के अनगिनत, अनगिनत अवसर बनने जा रहे हैं। मैं आप सभी को इन सभी विकास परियोजाओं के लिए बहुत-बहुत बधाई देता हूं।

साथियों,

आजादी के अनेक दशकों तक कांग्रेस की सरकारों ने नॉर्थ ईस्ट को दिल्ली से और दिल से, दोनों से ही दूर रखा। कांग्रेस ने नॉर्थ ईस्ट को एक प्रकार से भुला दिया था। लेकिन बीजेपी की डबल इंजन सरकार ने नॉर्थ ईस्ट को ऐसे कनेक्ट किया है कि आज हर तरफ इसकी चर्चा है। आज नॉर्थ ईस्ट भारत की एक्ट ईस्ट पॉलिसी का केंद्र है, दक्षिण पूर्व एशिया के साथ भारत को जोड़ने वाला सेतु बन रहा है।

लेकिन साथियों,

जैसे कांग्रेस ने नॉर्थ ईस्ट को अपने हाल पर छोड़ दिया था, ठीक वैसे ही बराक वैली को भी बेहाल करने में कांग्रेस की बहुत बड़ी भूमिका रही है। जब देश आज़ाद हुआ, तो कांग्रेस ने ऐसी बाउंड्री खींचने दी, जिससे बराक घाटी का समंदर से संपर्क ही कट गया। जो बराक वैली कभी ट्रेड रूट के रूप में, एक औद्योगिक केंद्र के रूप में जानी जाती थी, उस बराक वैली से उसकी ताकत ही छीन ली गई। आज़ादी के बाद भी दशकों तक कांग्रेस की सरकारें रहीं, लेकिन बराक घाटी के विकास के लिए कुछ खास नहीं हुआ।

साथियों,

बीजेपी की डबल इंजन सरकार, इस स्थिति को बदल रही है। हम बराक घाटी को फिर से व्यापार कारोबार का बड़ा हब बनाने के लिए निरंतर काम कर रहे हैं। आज इस दिशा में एक बहुत बड़ा और अत्यंत महत्वपूर्ण कदम उठाया जा रहा है। आज करीब 24 हजार करोड़ रुपए के शिलांग-सिलचर हाई-स्पीड कॉरिडोर का भूमि पूजन हुआ है, 24 हजार करोड़ रुपए, कितने? कितने? 24 हजार करोड़ रुपए। कितने? कितने? कितने? ये जरा कांग्रेस वालों को पूछना, जरा कागज पेन देना और उनको कहना कि जरा कागज पर 24 हजार करोड़ लिखो तो, कितने, कितने जीरो लगते हैं, आएगा नहीं उनको। ये कांग्रेस वालों के दिमाग का ताला जहां बंद हो जाता है ना, वहां हमारा काम शुरू हो जाता है। यह नॉर्थ-ईस्ट का पहला Access Controlled High-Speed Corridor होगा।

साथियों,

ये सिर्फ एक हाईवे प्रोजेक्ट नहीं है, ये नॉर्थ ईस्ट के लोगों के दशकों पुराने इंतजार का अंत हो रहा है। इस कॉरिडोर से सिलचर, मिजोरम, मणिपुर और त्रिपुरा, ये सब राज्य कनेक्ट होने वाले हैं। इन तीनों राज्यों से आगे बांग्लादेश और म्यांमार हैं और फिर आगे दक्षिण-पूर्व एशिया का विशाल बाजार है। यानी बराक घाटी, एक बहुत उज्जवल भविष्य की तरफ जुड़ने का आज शिलान्यास कर रही है। इसका फायदा असम सहित पूरे नॉर्थ ईस्ट के किसानों को होगा, यहां के नौजवानों को होगा। इतनी अच्छी कनेक्टिविटी वाले ये सारा क्षेत्र बनने से, इस पूरे क्षेत्र में इंडस्ट्री को बल मिलेगा, टूरिज्म को फायदा होगा और सबसे बड़ी बात, हिन्दुस्तान का कोना-कोना आसानी से आप लोगों से जुड़ जाने वाला है।

साथियों,

आप सभी यहां सिलचर में ट्रैफिक को लेकर भी काफी परेशान रहे हैं। अब सिलचर फ्लाईओवर से ये समस्या भी कम हो जाएगी। सिल्चर मेडिकल कॉलेज, NIT सिल्चर और असम यूनिवर्सिटी में पढ़ाई कर रहे युवा साथियों के लिए, ये बहुत अच्छी सुविधा हो गई है। इससे आने-जाने में उनका बहुत ही कीमती समय बचने वाला है।

साथियों,

डबल इंजन की बीजेपी सरकार, असम की रेल कनेक्टिविटी पर भी बहुत अधिक काम कर रही है। खासतौर पर रेलवे का बिजलीकरण हमारी बहुत बड़ी प्राथमिकता रहा है। अब असम का ढाई हजार किलोमीटर से अधिक का रेल नेटवर्क, अब इलेक्ट्रिफाई हो चुका है। अब यहां भी तेज़ गति से ट्रेनें चल पाएंगी, इससे बराक वैली के स्वच्छ वातावरण को भी फायदा मिलेगा।

साथियों,

बराक वैली के किसानों और यहां के चाय-बागानों में काम करने वाले श्रमिकों का असम के विकास में बहुत बड़ा योगदान है। डबल इंजन सरकार किसानों के कल्याण के लिए निरंतर कदम उठा रही है। कल ही, गुवाहाटी से मैंने पीएम किसान सम्मान निधि की अगली किश्त जारी की है। अब तक पीएम किसान सम्मान निधि का देश के किसानों को लाखों करोड़ रूपया, और अकेले हमारे असम के किसानों को 20 हजार करोड़ रुपए से ज्यादा पैसा असम के किसानों को मिल चुका है। अब आप सोचिये, हमने 10 साल में यहां के किसानों की जेब में, 20 हजार करोड़ रुपया उनकी जेब में दिया है। ये कांग्रेस वालों ने 10 साल राज किया, प्रधानमंत्री तो असम से चुनकर के गए थे, उसके बावजूद भी एक फूटी कौड़ी नहीं दी, एक फूटी कौड़ी किसानों को नहीं दी, हमने 20 हजार करोड़ रूपया दिया है। कल बराक वैली के हज़ारों किसानों के खाते में भी, ये आखिरी किस्त भी पहुंची है, ये वाली किस्त पहुंची है और फिर जब चुनाव के बाद आएगा समय, तब भी पहुंचेगी। ये पैसा खेती से जुड़ी छोटी-छोटी जरूरतों को पूरा करने में, मेरे गांव के छोटे-छोटे किसान भाई-बहनों को बहुत बड़ी मदद कर रहा है।

साथियों,

बराक वैली अब अपनी फसलों के लिए ही नहीं, बल्कि कृषि से जुड़ी पढ़ाई और रिसर्च के लिए भी जानी जाएगी। पत्थरकांडी में बराक घाटी के पहले एग्रीकल्चर कॉलेज का निर्माण कार्य आज से शुरु हो रहा है। इससे किसानों को तो फायदा होगा ही, यहां के नौजवानों को कृषि स्टार्टअप्स के लिए सहयोग, समर्थन और प्रोत्साहन मिलेगा।

साथियों,

भाजपा का मंत्र है- जो विकास की दौड़ में पीछे रह गया, उसे प्राथमिकता देना। कांग्रेस की सरकारें बॉर्डर एरिया को, देश के अंतिम गांव मानती थीं। हम बॉर्डर के गांवों को देश के पहले गांव मानते हैं। और इसलिए, बॉर्डर एरिया के विकास के लिए, कछार जिले से ही वाइब्रेंट विलेज प्रोग्राम का अगला चरण शुरु किया था। इससे बराक वैली के अनेक गांवों में भी सुधार होना तय हो गया है।

साथियों,

यहां बड़ी संख्या में चाय-बागानों में कार्य करने वाले साथी भी हैं। असम सरकार ने, चाय-बगानों से जुड़े हजारों परिवारों को, उनकी जमीन का अधिकार देने का ऐतिहासिक काम किया है, वो इन परिवारों के भविष्य को बदलने की एक बड़ी शुरुआत है। जमीन के पट्टे मिलने से, इन परिवारों को सुरक्षा मिली है, उन्हें सम्मान का जीवन मिलना सुनिश्चित हुआ है।

साथियों,

आप जरा वहां से दूर रहिए, अब जगह नहीं है, आगे नहीं आ सकते हैं। देखिए वहां से जरा दूर रखिये उनको, अब आगे नहीं आ सकते भईया, अरे हमारे असम के भाई-बहन तो बड़े समझदार हैं। आपका से प्यार, आपका आशीर्वाद, ये इतनी बड़ी ताकत है, कृपा करके आप।

साथियों,

मैं हेमंता जी की सरकार को बधाई देता हूं, चाय-बागानों में करीब 200 सालों से सेवा दे रही अनेक पीढ़ियों के संघर्ष को आपने आज सम्मान दिया है। देखिए मेरी इस बात पर बादल भी गरजने लग गए। मुझे खुशी है कि जिनको पहले की सरकारों ने अपने हाल पर छोड़ दिया था, उनकी सुध बीजेपी सरकार ने ली है।

साथियों,

ये सिर्फ भूमि पर कानूनी अधिकार का ही मामला नहीं है। इससे ये लाखों परिवार, केंद्र और राज्य सरकार की अनेक कल्याणकारी योजनाओं से भी तेज़ी से जुड़ेंगे। पक्के घर की योजना हो, बिजली, पानी और गैस की योजनाएं हों, इन सब स्कीम्स का पूरा फायदा अब इन परिवारों को मिलना संभव होगा।

साथियों,

बीते सालों में बीजेपी सरकार ने चाय-बागानों में अनेक स्कूल खोले हैं, बच्चों को स्कॉलरशिप्स दिए हैं। सरकारी नौकरियों के लिए भी रास्ते खोले गए हैं। ऐसे प्रयासों से चाय-बागानों के युवाओं के लिए सुनहरे भविष्य के द्वार खुल रहे हैं।

साथियों,

बीजेपी की डबल इंजन सरकार के लिए शिक्षा, कौशल विकास और स्वास्थ्य सुविधाएं बहुत बड़ी प्राथमिकताएं रही हैं। असम ने तो शिक्षा और स्वास्थ्य को लेकर कांग्रेस की उपेक्षा को बहुत लंबे समय तक भुगता है। आज असम शिक्षा और स्वास्थ्य का बहुत बड़ा हब बनकर सामने आ रहा है। इसका बहुत अधिक फायदा बराक वैली को मिला है। आज यहां शिक्षा और स्वास्थ्य से जुड़े अनेक बड़े संस्थान बन चुके हैं।

साथियों,

कांग्रेस ने असम के युवाओं को सिर्फ हिंसा और आतंकवाद के कुचक्र में ही उलझाए रखा था। कांग्रेस ने असम को फूट डालो और राज करो की नीति की प्रयोगशाला बनाया। आज असम के युवाओं के सामने अवसरों का खुला आसमान है। आज असम भारत के सेमीकंडक्टर सेक्टर का अहम हिस्सा बन रहा है। यहां नेक्स्ट जेनरेशन टेक्नॉलॉजी से जुड़ा इकोसिस्टम और टैलेंट तैयार हो रहा है। यहां IIT और IIM जैसे संस्थान बन रहे हैं। मेडिकल कॉलेज, एम्स और कैंसर अस्पतालों का सशक्त नेटवर्क बन रहा है। शांति और प्रगति का ये नया दौर, अनेक बलिदानों और अनेक प्रयासों से आया है। अब ऐसी हर ताकत को मुंहतोड़ जवाब देना है, जो असम को पुराने दौर में धकेलने की कोशिश करती है।

साथियों,

आज मैं सिलचर से असम को सावधान-सतर्क भी करना चाहता हूं। आपने कांग्रेस को असम से बाहर किया। आज देश का हर राज्य कांग्रेस को सबक सिखा रहा है। कांग्रेस एक के बाद एक चुनाव हार रही है। अब निकट भविष्य में, कांग्रेस खुद के पराजय के इतिहास की सेंचूरी मारने वाला है। हार की हताशा से भरी कांग्रेस ने देश के खिलाफ ही मोर्चा खोल दिया है। कांग्रेस के नेता देश को बदनाम करने में जुट गए हैं, आपने देखा है, दिल्ली में इतनी बड़ी AI समिट हुई। आज पूरी दुनिया जब आर्टिफिशियल इंटेलिजेंस, AI को लेकर बहुत ही उत्सुक है। दिल्ली में सफलतापूर्वक विश्व की एक नई आशा पैदा करने वाला AI समिट हुआ। दुनियाभर के नेता, दुनियाभर की टेक्नॉलॉजी कंपनियां, टेक्नॉलॉजी के बड़े-बड़े लीडर दिल्ली आए थे। कांग्रेस ने इस समिट को बदनाम करने के लिए कपड़ा फाड़ प्रदर्शन किया। अब कांग्रेस के पास खुद के कपड़े फाड़ने के सिवा कुछ नहीं बचा है। पूरे देश ने कांग्रेस के इस भौंडे और भद्दे प्रदर्शन की आलोचना की। लेकिन दिल्ली में जो कांग्रेस का शाही परिवार है, वो इस कांड को भी अपना मेडल बता रहा है, देश को बदनाम करने वालों की वाहवाही कर रहा है। ऐसी कांग्रेस, जो देश की विरोधी हो, वो किसी राज्य का भला नहीं कर सकती, वो असम के युवाओं का कभी भला नहीं सोच सकती।

साथियों,

आजकल दुनिया में चारों तरफ और हमारे तो अड़ोस पड़ोस में ही युद्ध के हालात और आप सब भलिभांति युद्ध कि क्या भयानकता है, वो रोजमर्रा देख रहे हो। युद्ध से जो स्थितियां बनी हैं, हमारी सरकार उनसे निपटने के लिए, हमारे देश के नागरिकों को कम से कम मुसीबत आए इसलिए हो सके उतने सारे प्रयास कर रही है। हमारा प्रयास है कि देश के नागरिकों पर युद्ध का कम से कम प्रभाव पड़े। इस समय कांग्रेस से उम्मीद थी कि वो एक जिम्मेदार राजनीतिक दल की भूमिका निभाए, लेकिन कांग्रेस देश हित के इस महत्वपूर्ण काम में भी फिर एक बार फेल हो गई। कांग्रेस पूरी कोशिश कर रही है कि देश में पैनिक क्रिएट हो, देश मुश्किल में फंस जाए। और उसके बाद कांग्रेस भर-भर कर मोदी को गाली दे।

साथियों,

कांग्रेस के लिए और कांग्रेस असम के लिए, देश के लिए कांग्रेस का कोई विजन ही नहीं है, इसलिए, इन्होंने अफवाहों को, झूठ-प्रपंच को ही, और जैसे झूठे रील बनाने की इंडस्ट्री खोलकर रखी है, उसी को हथियार बना दिया है। दुनिया में जो ताकतें भारत के तेज़ विकास को नहीं पचा पा रहीं हैं, जिन विदेशी ताकतों को देश की प्रगति रास नहीं आ रही, कांग्रेस देश का दुर्भाग्य देखिए, कांग्रेस उनके हाथ की कठपुतली बनती जा रही है। इसलिए, असम के हर नागरिक को, हर नौजवान को कांग्रेस से सावधान रहना है।

साथियों,

असम हो, बराक वैली हो, अब ये विकास के पथ पर बढ़ चुका है। बराक वैली, अपनी भाषा, अपने साहित्य, अपनी संस्कृति के लिए जानी जाती है। वो दिन दूर नहीं, जब बराक वैली को विकास के नए सेंटर के रूप में पहचान मिलेगी।

साथियों,

आप इतनी बड़ी तादाद में हमें आशीर्वाद देने आए हैं। जो राजनीति के भविष्य की रेखाएं अंकित करने वाले लोग हैं, वो भांति-भांति की जो संभावनाएं तलाशते रहते हैं, वे आज बराक वैली का ये दृश्य, कल बोड़ो समुदाय का वो दृश्य, टी गार्डन वालों के समूह का दृश्य, ये साफ-साफ बता रहा है कि, इस चुनाव का नतीजा भी क्या होने वाला है। और आप इतनी बड़ी तादाद में आशीर्वाद देने के लिए आए हैं, मैं आपका हृदय से आभारत व्यक्त करता हूं और आप सभी को फिर से विकास परियोजनाओं की बहुत-बहुत बधाई देता हूं। मेरे साथ बोलिये-

भारत माता की जय!

वंदे मातरम्!

वंदे मातरम्!

वंदे मातरम्!

वंदे मातरम्!

वंदे मातरम्!

वंदे मातरम्!

वंदे मातरम्!

वंदे मातरम्!

वंदे मातरम्!

वंदे मातरम्!

वंदे मातरम्!