ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କୟାନାଇଡ଼ୁଙ୍କ ୭୫ ତମ ଜନ୍ମ ଦିନ ଅବସରରେ ତାଙ୍କ ଜୀବନଯାତ୍ରା ଉପରେ ରଚିତ ତିନୋଟି ପୁସ୍ତକକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ ୩୦ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଉନ୍ମୋଚନ କରିବେ । ହାଇଦ୍ରାବାଦର ଗଚିବୋଲି ସ୍ଥିତ ଅନଭୟା କନଭେନସନ୍ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେବାକୁ ଥିବା ପୁସ୍ତକ ଗୁଡ଼ିକ ମଧ୍ୟରେ ରହିଛି:

୧. ପୂର୍ବତନ ଉପରାଷ୍ଟ୍ରପତି ଏମ. ଭେଙ୍କୟାନାଇଡ଼ୁଙ୍କ ଜୀବନୀ ‘ଭେଙ୍କୟାନାଇଡ଼ୁ - ଲାଇଫ ଇନ ସର୍ଭିସ’ । ଦ ହିନ୍ଦୁ ହାଇଦ୍ରାବାଦ ସଂସ୍କରଣର ପୂର୍ବତନ ଆବାସିକ ସମ୍ପାଦକ ଶ୍ରୀ ନାଗେଶ କୁମାର ଏହାକୁ ରଚନା କରିଛନ୍ତି ।

୨. ସେଲିବ୍ରେଟିଂ ଭାରତ-ଭାରତର ତ୍ରୟୋଦଶ ଉପରାଷ୍ଟ୍ରପତି ଏମ.ଭେଙ୍କୟାନାଇଡ଼ୁଙ୍କ ମିସନ ଓ ମେସେଜ୍‌” । ଭାରତର ଉପରାଷ୍ଟ୍ରପତିଙ୍କ ପୂର୍ବତନ ସଚିବ ଡ. ଆଇ.ଭି.ସୁବାରାଓଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫଟୋ ସଙ୍କଳନ ।

୩. ତେଲଗୁ ଶୀର୍ଷକ ‘ମହାନେତା- ଲାଇଫ ଆଣ୍ଡ ଜର୍ଣ୍ଣି ଅଫ ଶ୍ରୀ ଏମ. ଭେଙ୍କୟାନାଇଡ଼ୁ’ର ଏକ ଫଟୋଚିତ୍ର ସମ୍ବଳିତ ଜୀବନୀ ପୁସ୍ତକ । ଏହା ଶ୍ରୀ ସଞ୍ଜୟ କିଶୋରଙ୍କ ଦ୍ୱାରା ରଚିତ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi