ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଅକ୍ଟୋବର ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ର୍ନିମିତ ହଷ୍ଟେଲ ଫେଜ୍‍ -୧ (ବାଳକ ହଷ୍ଟେଲ) ର ଭୁମି ପୂଜନ ସମାରୋହରେ ଅଂଶ ଗ୍ରହଣ କରିବେ ।

ହଷ୍ଟେଲ କୋଠାରେ ପ୍ରାୟ ୧୫୦୦ ଛାତ୍ରଙ୍କ ପାଇଁ ଆବାସିକ ସୁବିଧା ରହିଛି । ଏଥିରେ ଛାତ୍ରମାନଙ୍କ ପାଇଁ ଏକ ପ୍ରେକ୍ଷାଳୟ ଏବଂ ଏକ ଉତ୍ସର୍ଗୀକୃତ ଲାଇବ୍ରେରୀ ମଧ୍ୟ ଅଛି । ପାଖାପାଖି ୫୦୦ ବାଳିକା ରହିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ହଷ୍ଟେଲ ର୍ନିମାଣ ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ ।

ସୌରାଷ୍ଟ୍ର ପଟେଲ ସେବା ସମାଜ ବିଷୟରେ;

ଏହା ୧୯୮୩ ରେ ପ୍ରତିଷ୍ଠିତ ଏକ ପଞ୍ଜିକୃତ ଟ୍ରଷ୍ଟ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜର ଦୁର୍ବଳ ଶ୍ରେଣୀର ଶିକ୍ଷାଗତ ତଥା ସାମାଜିକ ରୂପାନ୍ତର । ଏହା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କୁ ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ଯୋଗାଇଥାଏ ।

ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

 

Explore More
୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ

ଲୋକପ୍ରିୟ ଅଭିଭାଷଣ

୭୭ତମ ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ମୂଳ ପାଠ
India will contribute 1 million dollars for UNESCO World Heritage Center: PM Modi

Media Coverage

India will contribute 1 million dollars for UNESCO World Heritage Center: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Assam meets Prime Minister
July 22, 2024

The Chief Minister of Assam, Shri Himanta Biswa Sarma met Prime Minister, Shri Narendra Modi today in New Delhi.

The Prime Minister’s Office posted on X;

“Chief Minister of Assam, Shri @himantabiswa, met Prime Minister @narendramodi.”