ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଅକ୍ଟୋବର ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ର୍ନିମିତ ହଷ୍ଟେଲ ଫେଜ୍‍ -୧ (ବାଳକ ହଷ୍ଟେଲ) ର ଭୁମି ପୂଜନ ସମାରୋହରେ ଅଂଶ ଗ୍ରହଣ କରିବେ ।

ହଷ୍ଟେଲ କୋଠାରେ ପ୍ରାୟ ୧୫୦୦ ଛାତ୍ରଙ୍କ ପାଇଁ ଆବାସିକ ସୁବିଧା ରହିଛି । ଏଥିରେ ଛାତ୍ରମାନଙ୍କ ପାଇଁ ଏକ ପ୍ରେକ୍ଷାଳୟ ଏବଂ ଏକ ଉତ୍ସର୍ଗୀକୃତ ଲାଇବ୍ରେରୀ ମଧ୍ୟ ଅଛି । ପାଖାପାଖି ୫୦୦ ବାଳିକା ରହିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ହଷ୍ଟେଲ ର୍ନିମାଣ ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ ।

ସୌରାଷ୍ଟ୍ର ପଟେଲ ସେବା ସମାଜ ବିଷୟରେ;

ଏହା ୧୯୮୩ ରେ ପ୍ରତିଷ୍ଠିତ ଏକ ପଞ୍ଜିକୃତ ଟ୍ରଷ୍ଟ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜର ଦୁର୍ବଳ ଶ୍ରେଣୀର ଶିକ୍ଷାଗତ ତଥା ସାମାଜିକ ରୂପାନ୍ତର । ଏହା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କୁ ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ଯୋଗାଇଥାଏ ।

ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

 

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi's Surprise Visit to New Parliament Building, Interaction With Construction Workers

Media Coverage

PM Modi's Surprise Visit to New Parliament Building, Interaction With Construction Workers
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2023
March 31, 2023
ସେୟାର
 
Comments

People Thank PM Modi for the State-Of-The-Art Additions to India’s Infrastructure

Citizens Express Their Appreciation for Prime Minister Modi's Vision of a New India