ୱେବିନାର ଚଳିତ ବର୍ଷର ବଜେଟ ଦୃଷ୍ଟିକୋଣକୁ କାର୍ଯ୍ୟାନ୍ୱିତ ପରିଣାମରେ ବଦଳାଇବା ପାଇଁ ସହଯୋଗକୁ ବଢ଼ାଇବ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧ ତାରିଖ ଦ୍ୱିପ୍ରହର ପ୍ରାୟ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘କୃଷି ଏବଂ ଗ୍ରାମୀଣ ସମୃଦ୍ଧି’ ଉପରେ ବଜେଟ ପରବର୍ତ୍ତୀ ୱେବିନାରରେ ଭାଗ ନେବେ । ଏହି ଅବସରରେ ସେ ସଭାକୁ ସମ୍ବୋଧିତ ମଧ୍ୟ କରିବେ ।

ଏହି ୱେବିନାରର ଉଦ୍ଦେଶ୍ୟ ଚଳିତ ବର୍ଷର ବଜେଟ ଘୋଷଣାକୁ ପ୍ରଭାବୀ କାର୍ଯ୍ୟାନ୍ୱୟନର ରଣନୀତି ଉପରେ କେନ୍ଦ୍ରିତ ଚର୍ଚ୍ଚାରେ ପ୍ରମୁଖ ସମ୍ବନ୍ଧିତ ପକ୍ଷଙ୍କୁ ଗୋଟିଏ ମଞ୍ଚକୁ ଆଣିବା । କୃଷି ଏବଂ ଗ୍ରାମୀଣ ସମୃଦ୍ଧି ଉପରେ ଜୋର୍ ଦେବା ସହ ଏହି ଅଧିବେଶନ ବଜେଟ ଦୃଷ୍ଟିକୋଣକୁ କାର୍ଯ୍ୟାନ୍ୱୟନ ଯୋଗ୍ୟ ପରିଣମାରେ ବଦଳାଇବା ପାଇଁ ସହଯୋଗକୁ ବଢ଼ାଇବ । ଏହି ୱେବିନାର ବିଭିନ୍ନ ପ୍ରୟାସକୁ ସଂରକ୍ଷିତ କରି ରଖିବା ଏବଂ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନକୁ ସଞ୍ଚାଳିତ କରିବା ପାଇଁ ଘରୋଇ କ୍ଷେତ୍ରର ବିଶେଷଜ୍ଞ, ଉଦ୍ୟୋଗ ପ୍ରତିନିଧି ଏବଂ ବିଷୟବସ୍ତୁ ବିଶେଷଜ୍ଞଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବ । 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From 'chalta hai' to 'badal sakta hai': Decoding PM Modi's Punctuality narrative

Media Coverage

From 'chalta hai' to 'badal sakta hai': Decoding PM Modi's Punctuality narrative
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 23, 2026
August 23, 2026

From Free Coaching to 400+ Space Startups — India’s Atmanirbhar Leap Under PM Modi