ଗୋଆରେ ବୟସ୍କ ଲୋକଙ୍କ ପାଇଁ ୧୦୦% ପ୍ରଥମ ଡୋଜ୍ ଟିକାକରଣ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଏବଂ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ହିତାଧିକାରୀଙ୍କ ସହ ୧୮ ସେପ୍ଟେମ୍ବର, ୨୦୨୧ ପୂର୍ବାହ୍ନ ୧୦:୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ।

ରାଜ୍ୟ ସରକାରଙ୍କ ପ୍ରୟାସରେ ଟୀକାକରଣ ସଫଳ ହୋଇଥିବାବେଳେ ଗୋଷ୍ଠି ଓ ତୃମମୂଳ ସ୍ତରରେ ସଫଳତାର ସହ ଟିକାଉତ୍ସବ ଅୟୋଜନ, ବିଭିନ୍ନ ଗୋଷ୍ଠି ବିଶେଷକରି କାର୍ଯ୍ୟକ୍ଷେତ୍ରରେ ଟିକାଦାନ, ବୃଦ୍ଧାଶ୍ରମ, ଦିବ୍ୟାଙ୍ଗ ଆଦିକୁ ଟିକାକରଣରେ ଅଗ୍ରାଧିକାର ଦିଆଯାଇଛି ଏବଂ ଅନ୍ୟ ମାନଙ୍କ ମଧ୍ୟରେ ଟିକାଦାନକୁ ନେଇ ଥିବା ଦ୍ୱନ୍ଦ ଦୂର ସକାଶେ ଗୋଷ୍ଠିଗୁଡିକୁ ମୁତୟନ କରାଯାଇଛି । ବାତ୍ୟା ତାଉକାତେ ଭଳି ଆହ୍ୱାନକୁ ମୁକାବିଲା କରି ରାଜ୍ୟ ମଧ୍ୟ ଦ୍ରୁତ ଟିକାକରଣକୁ ସୁନିଶ୍ଚିତ କରିଛି । 

ଏହି ଅବସରରେ ଗୋଆର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total

Media Coverage

Second consignment of 37.5 tonnes HADR aid reaches flood-hit Nepal; India sends 47.5 tonnes of relief material in total
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi