ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ 2ରେ ‘ମାରିଟାଇମ ଇଣ୍ଡିଆ ସମ୍ମିଳନୀ 2021’କୁ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବେ ।

ମାରିଟାଇମ ଇଣ୍ଡିଆ ସମ୍ମିଳନୀ 2021 ସମ୍ବନ୍ଧରେ

ମାର୍ଚ୍ଚ 2 ରୁ ମାର୍ଚ୍ଚ 4, 2021 ମଧ୍ୟରେ ଏକ ଭର୍ଚୁଆଲ ପ୍ଲାଟଫର୍ମ www.maritimeindiasummit.inରେ ମାରିଟାଇମ ଇଣ୍ଡିଆ ସମ୍ମିଳନୀ 2021 କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ଵାରା ଆୟୋଜିତ ହେଉଛି ।

ଏହି ସମ୍ମିଳନୀ ପରବର୍ତ୍ତୀ ଦଶନ୍ଧି ଲାଗି ଭାରତର ସାମୁଦ୍ରିକ କ୍ଷେତ୍ର ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବ ଏବଂ ଭାରତକୁ ବୈଶ୍ଵିକ ସାମୁଦ୍ରିକ କ୍ଷେତ୍ରର ଅଗ୍ରଭାଗରେ ପହଞ୍ଚାଇବା ପାଇଁ ମଧ୍ୟ ସହାୟକ ହେବ । ବିଭିନ୍ନ ଦେଶର ବିଶିଷ୍ଟ ବକ୍ତାମାନେ ଏହି ସମ୍ମିଳନୀରେ ଯୋଗଦେବେ ଏବଂ ଭାରତୀୟ ସାମୁଦ୍ରିକ ଡୋମେନରେ ସମ୍ଭାବ୍ୟ ବ୍ୟବସାୟ ସୁଯୋଗ ଏବଂ ନିବେଶ ସୁଯୋଗର ଅନୁସନ୍ଧାନ କରିବେ ବୋଲି ଆଶା କରାଯାଉଛି । ଡେନମାର୍କ ହେଉଛି ଏହି ତିନି ଦିନିଆ ଶିଖର ସମ୍ମିଳନୀର ଭାଗିଦାରୀ ଦେଶ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India solar capacity to quadruple, wind to triple over decade: Power ministry adviser

Media Coverage

India solar capacity to quadruple, wind to triple over decade: Power ministry adviser
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends Eid-ul-Fitr greetings to everyone
March 21, 2026

Prime Minister Shri Narendra Modi today extended his heartiest greetings to the nation on the auspicious occasion of Eid-ul-Fitr.

The Prime Minister wrote on X:

"Best wishes on Eid-ul-Fitr. May this day further brotherhood and kindness all around. May everyone be happy and healthy.
Eid Mubarak!"