ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ଦୀପାବଳି ପାଳିବା ପାଇଁ ପହଞ୍ଚିଛନ୍ତି ।

 

ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

 

‘ଆମ ସାହସୀ ସୁରକ୍ଷା ବଳ ସହ ଦୀପାବଳି ପାଳିବା ପାଇଁ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଛି ।’

‘ହିମାଚଳ ପ୍ରଦେଶର ଲେପଚାରେ ଆମ ସାହସୀ ସୁରକ୍ଷା ବାହିନୀ ସହ ଦୀପାବଳି ପାଳିବାର ଅନୁଭବ ଭାବପୂର୍ଣ୍ଣ ଏବଂ ଗର୍ବର କଥା । ସେମାନେ ପରିବାରଠାରୁ ଦୂରରେ ରହି ଆମ ଦେଶର ଅଭିଭାବକ ଭାବେ ନିଜ ସମର୍ପଣ ଦ୍ୱାରା ଆମ ଜୀବନକୁ ଆଲୋକିତ କରିଥାନ୍ତି ।’

 

‘ଆମ ସୁରକ୍ଷା ବଳର ସାହସ ଅତୁଳନୀୟ । ନିଜ ପ୍ରିୟଜନଙ୍କଠାରୁ ଦୂରରେ ସବୁଠୁ ଜଟିଳ ତଥା ଆହ୍ୱାନପୂର୍ଣ୍ଣ ଅଞ୍ଚଳରେ ରହି ନିଜ ତ୍ୟାଗ ଏବଂ ସମର୍ପଣରେ ସେମାନେ ଆମକୁ ସୁରକ୍ଷିତ ରଖିଥାନ୍ତି । ଭାରତ ସର୍ବଦା ଏହି ନାୟକମାନଙ୍କ ନିକଟରେ ଋଣୀ । ସେମାନେ ବାହାଦୂରୀ ଏବଂ ସ୍ଥିରତାର ପ୍ରକୃଷ୍ଟ ପ୍ରତୀକ ।’

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India achieves 1 billion tonne coal production for 2nd consecutive year

Media Coverage

India achieves 1 billion tonne coal production for 2nd consecutive year
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the divine and benevolent grace of Goddess Kushmanda
March 22, 2026

Prime Minister Shri Narendra Modi shared a Sanskrit subhashitam today, highlighting the divine and benevolent grace of Goddess Kushmanda .

The Prime Minister wrote on X:

"अदम्य साहस और आध्यात्मिक शक्ति की प्रतीक मां कूष्मांडा का चरण-वंदन! उनकी दिव्य ऊर्जा से हर हृदय में नवचेतना जागृत हो।

सुरासम्पूर्णकलशं रुधिराप्लुतमेव च।
दधाना हस्तपद्माभ्यां कूष्माण्डा शुभदाऽस्तु मे॥"