ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ ୫, ୨୦୨୩ ମଧ୍ୟାହ୍ନ ୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୟପୁର ମହାଖେଳ ପ୍ରତିଯୋଗୀମାନଙ୍କୁ ସମ୍ବୋଧିତ କରିବେ ।

ଜୟପୁର ଗ୍ରାମୀଣ ଲୋକସଭା ସାଂସଦ ଶ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ୨୦୧୭ରୁ ଜୟପୁର ଠାରେ ଜୟପୁର ମହାଖେଳ ଆୟୋଜନ କରି ଆସୁଛନ୍ତି ।

ମହାଖେଳରେ ଚଳିତ ବର୍ଷ କବାଡି ପ୍ରତିଯୋଗିତାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଯାହା ଜାତୀୟ ଯୁବ ଦିବସ, ଜାନୁୟାରୀ ୧୨,୨୦୨୩ରୁ ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତାରେ ୪୫୦ରୁ ଅଧିକ ଗ୍ରାମ ପଞ୍ଚାୟତ, ପୌରପାଳିକା ଓ ଜୟପୁର ଗ୍ରାମୀଣ ଲୋକସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୱାର୍ଡଗୁଡିକରୁ ୬୪ଶହରୁ ଅଧିକ ଯୁବକଯୁବତୀ ଓ କ୍ରୀଡାବିତ ଭାଗ ନେଇଛନ୍ତି । ମହାଖେଳ ଆୟୋଜନ ଜୟପୁରର ଯୁବପୀଢିଙ୍କୁ କ୍ରୀଡା ଦକ୍ଷତା ପ୍ରଦର୍ଶିତ କରିବା ସହ କ୍ରୀଡାକୁ ବିକଳ୍ପ କ୍ୟାରିୟର ଭାବେ ଆପଣାଇବାକୁ ପ୍ରେରିତ କରୁଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India Post launches drone delivery pilot across Himachal, Assam

Media Coverage

India Post launches drone delivery pilot across Himachal, Assam
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 22, 2026
August 22, 2026

Citizens Appreciate PM Modi’s Leadership Driving India’s Growth, Innovation and Connectivity