ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ନମୋ ଆପରେ ବିଭିନ୍ନ ବିଷୟବସ୍ତୁର ବିସ୍ତୃତ ଶୃଙ୍ଖଳା ଶେୟାର କରିଛନ୍ତି ।  

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଦରିଦ୍ରମାନଙ୍କ କାମରେ ବ୍ୟୟ ହୋଇଥିବା ପ୍ରତି ମୁହୂର୍ତ୍ତ ଉଭୟ ସୌଭାଗ୍ୟ ଓ ସମ୍ମାନପ୍ରଦ । କରୁଣା ଓ ସଂକଳ୍ପ ଦ୍ୱାରା ପ୍ରେରିତ ଆମ ଯାତ୍ରା ଜାରି ରହିଛି । #9YearsOfGaribKalyan ବିଷୟ ଉପରେ ଆଲୋକପାତ କରୁଥିବା ବିଷୟବସ୍ତୁର ଏକ ବିସ୍ତୃତ ଶୃଙ୍ଖଳା ନମୋ ଆପରେ ପ୍ରକାଶିତ ହୋଇଛି । ଥରେ ନିଶ୍ଚୟ ଦେଖନ୍ତୁ ।”   

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-UK FTA comes into effect today, unlocking duty-free access for Indian exports

Media Coverage

India-UK FTA comes into effect today, unlocking duty-free access for Indian exports
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect