୧୮୯୩ ମସିହାରେ ଚିକାଗୋଠାରେ ବିଶ୍ୱ ଧର୍ମ ସଂସଦରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଐତିହାସିକ ସମ୍ବୋଧନର ୧୩୨ତମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଏହା ଏକ ଐତିହାସିକ ମୁହୂର୍ତ୍ତ ଥିଲା, ଯାହା ସଦଭାବ ଏବଂ ସାର୍ବଭୌମିକ ଭାଇଚାରା ଉପରେ ଗୁରୁତ୍ବ ଦେଇଥିଲା । ସେ କହିଛନ୍ତି, ଏହା ବାସ୍ତବରେ ଆମ ଇତିହାସରେ ସବୁଠୁ ପ୍ରସିଦ୍ଧ ଏବଂ ପ୍ରେରଣାଦାୟକ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ।

ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;

“୧୮୯୩ ମସିହାର ଆଜିର ଦିନରେ ଚିକାଗୋଠାରେ  ସ୍ୱାମୀ ବିବେକାନନ୍ଦ ଦେଇଥିବା, ଭାଷଣକୁ ଏକ  ଐତିହାସିକ କ୍ଷଣ ଭାବେ ବିବେଚନା କରାଯାଏ । ସଦଭାବ ଏବଂ ସାର୍ବଭୋମିକ ଭାଇଚାରା ଉପରେ ଜୋର ଦେଇ ସେ ବିଶ୍ୱସ୍ତରରେ ଭାରତୀୟ ସଂସ୍କୃତିର ଆଦର୍ଶ ବିଷୟରେ ଉତ୍ସାହର ସହ ବର୍ଣ୍ଣନା କରିଥିଲେ । ଏହା ବାସ୍ତବରେ ଆମ ଇତିହାସରେ ସବୁଠାରୁ ପ୍ରସିଦ୍ଧ ତଥା ପ୍ରେରଣାଦାୟକ ମୁହୂର୍ତ୍ତ ମଧ୍ୟରୁ ଅନ୍ୟତମ ।”

https://belurmath.org/swami-vivekananda-speeches-at-the-parliament-of-religions-chicago-1893/“

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IIT Madras incubates 112 startups, files 431 patents in FY26 milestone year

Media Coverage

IIT Madras incubates 112 startups, files 431 patents in FY26 milestone year
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 28, 2026
April 28, 2026

From Orchids to Expressways: PM Modi’s Blueprint for a Self-Reliant, Connected & Proud India