ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭଗବାନ ହନୁମାନ ଜୀ ହେଉଛନ୍ତି ଭକ୍ତି, ଶକ୍ତି ଏବଂ ଅତୁଟ ସମର୍ପଣର ଅତୁଳନୀୟ ପ୍ରତୀକ। ଏହି ପରାକ୍ରମୀଙ୍କ କୃପା ତାଙ୍କ ସମସ୍ତ ଭକ୍ତଙ୍କ ମଧ୍ୟରେ ସାହସ ଏବଂ ସକରାତ୍ମକତା ଭରିଦେଉ ବୋଲି ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –

‘‘ମନେଜବଂ ମାରୁତଜୁଲ୍ୟବେଗଂ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠମ୍‍ ।

ବାତାତ୍ମଜଂ ବାନରଯୁବମୁଖଂ ଶ୍ରୀରାମଦୂତଂ ଶିରସ୍ତା ନମାମି ।।’’

ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;

"ଭଗବାନ ହନୁମାନ ଭକ୍ତି, ଶକ୍ତି ଏବଂ ଅତୁଟ ସମର୍ପଣର ଏକ ଅନନ୍ୟ ପ୍ରତୀକ। ମହାବଳୀଙ୍କ କୃପା ତାଙ୍କ ସମସ୍ତ ଭକ୍ତଙ୍କ ମଧ୍ୟରେ ସାହସ ଏବଂ ସକରାତ୍ମକତା ଭରିଦେଉ। ’’

‘‘ମନେଜବଂ ମାରୁତଜୁଲ୍ୟବେଗଂ ଜିତେନ୍ଦ୍ରିୟଂ ବୁଦ୍ଧିମତାଂ ବରିଷ୍ଠମ୍‍ ।

ବାତାତ୍ମଜଂ ବାନରଯୁବମୁଖଂ ଶ୍ରୀରାମଦୂତଂ ଶିରସ୍ତା ନମାମି ।।’’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
21% YoY rise in engineering exports in June shows sector's resilience amid global challenges: EEPC India Chairman

Media Coverage

21% YoY rise in engineering exports in June shows sector's resilience amid global challenges: EEPC India Chairman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 14, 2026
July 14, 2026

From Local Fields to Global Recognition: PM Modi’s ‘Vocal for Local’ is Now Delivering Real Global Respect