ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ଯାହା ସଫଳତା ହାସଲ କରିବାରେ ଉତ୍ସାହ ଏବଂ ସଂକଳ୍ପର ଗୁରୁତ୍ୱ ଉପରେ ଆଲୋକପାତ କରିଛି।
ପ୍ରଧାନମନ୍ତ୍ରୀ ନିମ୍ନୋକ୍ତ ଶ୍ଳୋକଟି ସେୟାର କରିଛନ୍ତି –
‘‘ଉତ୍ସାହେ ବଳବାନାର୍ଯ୍ୟ ନାସ୍ତୁସ୍ତାହାତ୍ ପରଂ ବଳମ୍ ।
ସୋତ୍ସାହସ୍ୟାସ୍ତି ଲୋକୋସ୍ମିନ୍ ନ କିଞ୍ଚିଦପି ଦୁଲ୍ଭଭମ୍ ।।’’
ସୁଭାଷିତମ୍ ସୂଚିତ କରେ ଯେ ଉତ୍ସାହ ହେଉଛି ସବୁଠାରୁ ବଡ଼ ଶକ୍ତି । ଜଣେ ଉତ୍ସାହୀ ବ୍ୟକ୍ତିଙ୍କ ପାଇଁ ପ୍ରକୃତରେ କିଛି ଅସମ୍ଭବ ନୁହେଁ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
‘‘ଉତ୍ସାହେ ବଳବାନାର୍ଯ୍ୟ ନାସ୍ତୁସ୍ତାହାତ୍ ପରଂ ବଳମ୍ ।
ସୋତ୍ସାହସ୍ୟାସ୍ତି ଲୋକୋସ୍ମିନ୍ ନ କିଞ୍ଚିଦପି ଦୁଲ୍ଭଭମ୍ ।।’’
उत्साहो बलवानार्य नास्त्युत्साहात् परं बलम्।
— Narendra Modi (@narendramodi) March 5, 2026
सोत्साहस्यास्ति लोकेऽस्मिन् न किञ्चिदपि दुर्लभम्॥ pic.twitter.com/cDOD6X1FX7


