ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସ୍କୃତ ସୁଭାଶିତମକୁ ସେୟାର କରି ଗୁରୁତ୍ୱାରୋପ କରିଛନ୍ତି ଯେ ନିରନ୍ତର ପ୍ରୟାସ ଦ୍ୱାରା ଜଣେ ଧୀରେ ଧୀରେ ଜ୍ଞାନ, ସମ୍ପଦ ଏବଂ ଧର୍ମ ହାସଲ କରିପାରିବ।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –
‘‘ଜଳବିନ୍ଦୁନିପାତେନ କ୍ରମଶଃ ପୂର୍ୟତେ ଘଟଃ ।
ସଃ ହେତୁଃ ସର୍ବବିଦ୍ୟାନାଂ ଧର୍ମସ୍ୟ ଚ ଧନସ୍ୟ ଚ ।।’’
ଶ୍ରୀ ମୋଦୀ 'ଏକ୍ସ "ରେ ପୋଷ୍ଟ କରିଛନ୍ତି:
‘‘ଜଳବିନ୍ଦୁନିପାତେନ କ୍ରମଶଃ ପୂର୍ୟତେ ଘଟଃ ।
ସଃ ହେତୁଃ ସର୍ବବିଦ୍ୟାନାଂ ଧର୍ମସ୍ୟ ଚ ଧନସ୍ୟ ଚ ।।’’
जलबिन्दुनिपातेन क्रमशः पूर्यते घटः।
— Narendra Modi (@narendramodi) May 18, 2026
सः हेतुः सर्वविद्यानां धर्मस्य च धनस्य च।। pic.twitter.com/BY1XAJP4Yt


