ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ଏବଂ ସନ୍ତୋଷ ଉପରେ ଗୁରୁତ୍ୱାରୋପ କରୁଥିବା ଏକ ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ।
‘‘ ଶାନ୍ତିତୁଲ୍ୟଂ ତପୋ ନାସ୍ତି ନ ସନ୍ତୋସାତ୍ ସୁଖମ୍ ।
ନ ତୃଷ୍ଣାୟାଃ ପରୋ ବ୍ୟାଧିର୍ଣ୍ଣ ଚ ଧର୍ମୋ ଦୟାପରଃ ।।’’
ସୁଭାଷିତମ୍ ସୂଚିତ କରେ ଯେ, ଶାନ୍ତି ଅପେକ୍ଷା କୌଣସି ମହାନ ପ୍ରୟାସ ନାହିଁ, ସନ୍ତୋଷଠାରୁ ବଡ଼ କୌଣସି ସୁଖ ନାହିଁ, ଲୋଭଠାରୁ ଖରାପ କୌଣସି ରୋଗ ନାହିଁ ଏବଂ କରୁଣାଠାରୁ ବଡ଼ କୌଣସି କର୍ତ୍ତବ୍ୟ ନାହିଁ।
ପ୍ରଧାନମନ୍ତ୍ରୀ ଏକ୍ସ ଉପରେ ଲେଖିଛନ୍ତି;
‘‘ ଶାନ୍ତିତୁଲ୍ୟଂ ତପୋ ନାସ୍ତି ନ ସନ୍ତୋସାତ୍ ସୁଖମ୍ ।
ନ ତୃଷ୍ଣାୟାଃ ପରୋ ବ୍ୟାଧିର୍ଣ୍ଣ ଚ ଧର୍ମୋ ଦୟାପରଃ ।।’’
शान्तितुल्यं तपो नास्ति न सन्तोषात् परं सुखम्।
— Narendra Modi (@narendramodi) January 27, 2026
न तृष्णायाः परो व्याधिर्न च धर्मो दयापरः।। pic.twitter.com/QtawVKTfo0


