ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସତ୍ୟ, ସୌହାର୍ଦ୍ଦ୍ୟ, ଉତ୍ତମ ଆଚରଣ ଏବଂ ସମାନତା ଉପରେ ଆଧାରିତ ଭଗବାନ ମହାବୀରଙ୍କ ବାର୍ତ୍ତାରେ ଚମତ୍କାର ପ୍ରେରଣା ରହିଛି। ତାଙ୍କର ମହାନ ଚିନ୍ତାଧାରା ସବୁଦିନ ପାଇଁ ମାନବତାର ପଥପ୍ରଦର୍ଶକ ହୋଇ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଏକ ସଂସ୍କୃତ ପଦ ସେୟାର କରିଛନ୍ତି –
‘‘ଶ୍ରୁୟତାଂ ଧର୍ମସର୍ବସ୍ବଂ ଶ୍ରୁତ୍ବା ଚୌବାବଧାୟତାମ୍ ।
ଆତ୍ମନଃ ପ୍ରତିକୂଳାନି ପରେଷାଂ ନ ସମାଚରେତ୍ ।।’’
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
ସତ୍ୟ, ସୌହାର୍ଦ୍ଦ୍ୟ, ଉତ୍ତମ ଆଚରଣ ଏବଂ ସମାନତା ଉପରେ ଆଧାରିତ ଭଗବାନ ମହାବୀରଙ୍କ ବାର୍ତ୍ତାରେ ଚମତ୍କାର ପ୍ରେରଣା ରହିଛି। ତାଙ୍କର ମହାନ ଚିନ୍ତାଧାରା ସର୍ବଦା ମାନବତାର ମାର୍ଗଦର୍ଶକ ଆଲୋକ ହୋଇ ରହିବ।
‘‘ଶ୍ରୁୟତାଂ ଧର୍ମସର୍ବସ୍ବଂ ଶ୍ରୁତ୍ବା ଚୌବାବଧାୟତାମ୍ ।
ଆତ୍ମନଃ ପ୍ରତିକୂଳାନି ପରେଷାଂ ନ ସମାଚରେତ୍ ।।’’
सत्य, सद्भाव, सद्व्यवहार और समानता पर आधारित भगवान महावीर के संदेशों में अद्भुत प्रेरणा है। उनके महान विचार सदैव मानवता के पथ-प्रदर्शक बने रहेंगे।
— Narendra Modi (@narendramodi) March 31, 2026
श्रूयतां धर्मसर्वस्वं श्रुत्वा चैवावधार्यताम्।
आत्मनः प्रतिकूलानि परेषां न समाचरेत्॥ pic.twitter.com/dENpegmiqE


