ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତର ୧୦୦ତମ ଅଧ୍ୟାୟରେ ରାଜସ୍ଥାନ ଆଜମୈରର ଦିବ୍ୟାଙ୍ଗ ମହିଳା ଆଙ୍କିଥିବା ଚିତ୍ରକୁ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ବହୁତ ମନମୋହକ ପେଣ୍ଟିଂ! ଆଜମୈରର ସୁନ୍ଦର ଝିଅ ନନ୍ଦିନୀଙ୍କ ଅଭିନନ୍ଦନ ବାର୍ତ୍ତା ଦେଖି ମୁଁ ଅଭିଭୂତ! ମୋ ତରଫରୁ ତାଙ୍କୁ ବହୁତସାରା ଅଭିନନ୍ଦନ!’
बहुत मनमोहक पेंटिंग! अजमेर की प्यारी बिटिया नंदिनी के बधाई संदेश को देखकर अभिभूत हूं! मेरी ओर से उन्हें ढेर सारी शुभकामनाएं! https://t.co/EugMGRClL1
— Narendra Modi (@narendramodi) May 5, 2023


