ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଆନ୍ତର୍ଜାତିକ ପୁଷ୍ପ ପ୍ରଦର୍ଶନୀର ଝଲକ ସେୟାର କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରଦର୍ଶନୀ ଧୀରେ ଧୀରେ ପ୍ରସିଦ୍ଧି ପାଇଥିଲା, ତେଣୁ ଏହା ସହ ମୋର ଭାବଗତ ସମ୍ପର୍କ ରହିଛି । ଏଭଳି ପ୍ରଦର୍ଶନୀ ପ୍ରକୃତିର ସୌନ୍ଦର୍ଯ୍ୟର ଛାପ ବହନ କରିଥାଏ ଏବଂ ଏହା ପର୍ଯ୍ୟାବରଣର ସ୍ଥିରତା ବାବଦରେ ସଚେତନତା କରିଥାଏ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ଏଠାରେ ଅହମ୍ମଦାବାଦ ପୁଷ୍ପ ପ୍ରଦର୍ଶନୀର କିଛି ଝଲକ ସେୟାର କରୁଛି । ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ପ୍ରଦର୍ଶନୀ ଧୀରେ ଧୀରେ ପ୍ରସିଦ୍ଧି ପାଇଥିଲା, ତେଣୁ ଏହା ସହ ମୋର ଦୃଢ଼ ଭାବଗତ ସମ୍ପର୍କ ରହିଛି । ଏଭଳି ପ୍ରଦର୍ଶନୀ ପ୍ରକୃତିର ସୌନ୍ଦର୍ଯ୍ୟର ଛାପ ବହନ କରିଥାଏ ଏବଂ ଏହା ପର୍ଯ୍ୟାବରଣର ସ୍ଥିରତା ବାବଦରେ ସଚେତନତା କରିଥାଏ । ସ୍ଥାନୀୟ ଚାଷୀ, ମାଳି ଏବଂ ଉତ୍ସାହୀମାନଙ୍କୁ ସେମାନଙ୍କ ସୃଜନଶୀଳତା ପ୍ରଦର୍ଶନ କରିବାକୁ ଏହା ମଞ୍ଚ ପ୍ରଦାନ କରିଥାଏ ।”

“ଅହମ୍ମଦାବାଦ ପୁଷ୍ପ ପ୍ରଦର୍ଶନୀର କିଛି ଅଧିକ ଝଲକ ଏଠାରେ...”

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Dhan accounts hold Rs 2.75 lakh crore in banks: Official

Media Coverage

Jan Dhan accounts hold Rs 2.75 lakh crore in banks: Official
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 7, 2025
December 07, 2025

National Resolve in Action: PM Modi's Policies Driving Economic Dynamism and Inclusivity