ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିକାଶ, ସମୃଦ୍ଧି ଏବଂ ସମସ୍ତଙ୍କ ସାମୂହିକ କଲ୍ୟାଣ ପାଇଁ ଆଶୀର୍ବାଦ ଆହ୍ୱାନ କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ପୋଷ୍ଟ କରିଛନ୍ତି:
‘‘ବନସ୍ପତେ ଶତବଳସୋ ବି ରୋହ ସହସ୍ରବଳସୋ ବି ବୟଂ ରୁହେମ ।
ୟଂ ତ୍ବମୟଂ ସ୍ବଧିତିସ୍ତେଜନାନଃ ପ୍ରଣିନାୟ ମହତେ ସୌଭଗାୟ ।।’’
ହେ ଉଦ୍ଭିଦ ଜୀବନ! ଆପଣ ଶହ ଶହ ଏବଂ ହଜାର ହଜାର ଶାଖା ସହିତ ବୃଦ୍ଧି ଏବଂ ସମୃଦ୍ଧ ହୁଅନ୍ତୁ, ଏବଂ ଆମେ ମଧ୍ୟ ଆପଣଙ୍କ ସହିତ ସମୃଦ୍ଧ ହେଉ। ମହାନ ସମୃଦ୍ଧି ଏବଂ କଲ୍ୟାଣ ପାଇଁ ଆପଣଙ୍କୁ ପୋଷଣ କରିଥିବା ଉଜ୍ଜ୍ୱଳ ଶକ୍ତି ଆମ ସମସ୍ତଙ୍କ ପାଇଁ ମଧ୍ୟ କଲ୍ୟାଣ ଆଣନ୍ତୁ |
वनस्पते शतवल्शो वि रोह सहस्रवल्शा वि वयं रुहेम।
— Narendra Modi (@narendramodi) May 22, 2026
यं त्वामयं स्वधितिस्तेजमानः प्रणिनाय महते सौभगाय॥ pic.twitter.com/y7N8EpU2o6


