Says energy infused by Nari Shakti Vandan Adhiniyam is going to further strengthen the resolutions of Amritkaal

: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାରୀ ଶକ୍ତିକୁ ଅଭିବାଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ସେ ଯେବେ ବି ବାବା ବିଶ୍ୱନାଥଙ୍କ ସହର କାଶୀକୁ ଆସନ୍ତି, ମାତା, ଭଗିନୀ ଓ କନ୍ୟାରତ୍ନଙ୍କ ଦ୍ୱାରା ଦେଖାଯାଉଥିବା ଉତ୍ସାହରେ ଅଭିଭୂତ ହୋଇଯାଇଥାନ୍ତି । ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଯେଉଁ ଶକ୍ତି ଭରିଦେଇଛି, ତାହା ଅମୃତକାଳର ସଂକଳ୍ପଗୁଡ଼ିକୁ ଆହୁରି ମଜଭୁତ କରିବାକୁ ଯାଉଛି ।

 

ପ୍ରଧାନମନ୍ତ୍ରୀ ଏକ ‘ଏକ୍ସ’ ପୋଷ୍ଟରେ କହିଛନ୍ତି;

‘‘ନାରୀ ଶକ୍ତିକୁ ପ୍ରଣାମ!

ବାବା ବିଶ୍ୱନାଥଙ୍କ ନଗରୀରେ ଆଜି ଯେଉଁଠାକୁ ବି ଯାଇଛି, ସେଠାରେ ମାତା, ଭଗିନୀ ଓ କନ୍ୟାରତ୍ନଙ୍କର ଯେଉଁଭଳି ଉତ୍ସାହ ଦେଖିଲି, ତାହା ଅଭିଭୂତ କଲା ଭଳି । ନାରୀ ଶକ୍ତି ବନ୍ଦନ ଅଧିନିୟମ ଆମର ଏହି ପରିବାରଜନଙ୍କ ଭିତରେ ଯେଉଁ ଶକ୍ତି ଭରିଦେଇଛି, ତାହା ଅମୃତକାଳର ସଂକଳ୍ପଗୁଡ଼ିକୁ ଆହୁରି ସୁଦୃଢ଼ କରିବାକୁ ଯାଉଛି ।’’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi