ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋପେନହେଗେନ ଠାରେ ନରୱେର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ଜୋନାସ ଗହର ଷ୍ଟୋରଙ୍କୁ ଦ୍ୱିତୀୟ ଭାରତ ନର୍ଡିକ୍ ଶିଖର ସମ୍ମିଳନୀରେ ସାକ୍ଷାତ କରିଛନ୍ତି ।  ଅକ୍ଟୋବର ୨୦୨୧ ରେ ପ୍ରଧାନମନ୍ତ୍ରୀ ଷ୍ଟୋରଙ୍କ ଦ୍ୱାରା ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ଥିଲା ।

ଦ୍ୱିପାକ୍ଷିକ ସଂପର୍କରେ ଚାଲିଥିବା କାର୍ଯ୍ୟକଳାପକୁ ଉଭୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ଏବଂ ସହଯୋଗର ଭବିଷ୍ୟତ କ୍ଷେତ୍ର ଉପରେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ନରୱେର କୌଶଳ ଏବଂ ଭାରତର ସୁଯୋଗ ପ୍ରାକୃତିକ ପରିପକ୍ୱତା ପ୍ରଦାନ କରୁଛି । ଉଭୟ ନେତା ସାମୁଦ୍ରିକ ଅର୍ଥନୀତି, ଅକ୍ଷୟ ଶକ୍ତି, ସବୁଜ ହାଇଡ୍ରୋଜେନ, ସୌର ଏବଂ ପବନ ପ୍ରକଳ୍ପ, ସବୁଜ ଜାହଜ ଚଳାଚଳ, ମତ୍ସ୍ୟଜୀବୀ, ଜଳ ପରିଚାଳନା, ବର୍ଷା ଜଳ ଅମଳ, ମହାକାଶ ସହଯୋଗ, ଦୀର୍ଘକାଳୀନ ଭିତ୍ତିଭୂମି ବିନିଯୋଗ, ସ୍ୱାସ୍ଥ୍ୟ ଏବଂ ସଂସ୍କୃତି ପରି ବିଭିନ୍ନ କ୍ଷେତ୍ରରେ ଜଡିତ ହେବାର ସମ୍ଭାବନା ବିଷୟରେ ଆଲୋଚନା କରିଥିଲେ ।

ଆଞ୍ଚଳିକ ଏବଂ ବିଶ୍ୱ ସ୍ତରୀୟ ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ୟୁଏନଏସସିର ସଦସ୍ୟ ଭାବରେ ଭାରତ ଏବଂ ନରୱେ ମିଳିତ ଜାତିସଂଘରେ ଆର୍ନ୍ତଜାତୀୟ ପ୍ରସଙ୍ଗରେ ପାରସ୍ପରିକ ସ୍ୱାର୍ଥର ସୁରକ୍ଷା ପ୍ରସଙ୍ଗରେ ଜଡିତ ଅଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Not an iota of truth’: PM Modi dismisses report of restriction on foreign travels via tax

Media Coverage

‘Not an iota of truth’: PM Modi dismisses report of restriction on foreign travels via tax
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 15, 2026
May 15, 2026

Viksit Bharat Unleashed: PM Modi's Blueprint Delivers Energy Independence, Tech Boom, and Diplomatic Dominance