ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅସୁରା ଦିନ ଅବସରରେ ହଜରତ ଇମାମ ହୁସେନ୍ (ଏଏସ୍‌) ଙ୍କ ବଳିଦାନକୁ ମନେ ରଖିଛନ୍ତି ଏବଂ ତାଙ୍କ ସାହସ ତଥା ନ୍ୟାୟ ପ୍ରତି ପ୍ରତିବଦ୍ଧତାକୁ ମନେ ପକାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆମେ ହଜରତ ଇମାମ ହୁସେନ୍ (ଏସ୍‌) ଙ୍କ ବଳିଦାନକୁ ମନେ ରଖିଛୁ ଏବଂ ତାଙ୍କର ସାହସ ତଥା ନ୍ୟାୟ ପ୍ରତି ଥିବା ପ୍ରତିବଦ୍ଧତାକୁ ମନେ ରଖିଛୁ । ସେ ନିଷ୍ଠାର ସହିତ ଶାନ୍ତି ଏବଂ ସାମାଜିକ ଏକତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride