ସ୍ଵର୍ଗତ ରାମ ବିଳାସ ପାଶ୍ଵାନ ଜୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ମରଣ କରି କହିଛନ୍ତି ଯେ, ସେ ଭାରତର ଜଣେ ଅଭିଜ୍ଞ ସାଂସଦ ଏବଂ ପ୍ରଶାସକ ଥିଲେ ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ମୋର ବନ୍ଧୁ ସ୍ଵର୍ଗତ ରାମ ବିଳାସ ପାଶ୍ଵାନ ଜୀଙ୍କ ଜନ୍ମ ବାର୍ଷିକୀ । ମୁଁ ତାଙ୍କ ଅନୁପସ୍ଥିତିକୁ ବିଶେଷ ଭାବେ ଅନୁଭବ କରୁଛି । ସେ ଭାରତର ଜଣେ ଅଭିଜ୍ଞ ସାଂସଦ ଏବଂ ପ୍ରଶାସକ ଥିଲେ । ଜନସେବା ତଥା ନିଷ୍ପେସିତଙ୍କୁ ସଶକ୍ତ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ।
Today is the birth anniversary of my friend, late Ram Vilas Paswan Ji. I miss his presence greatly. He was one of India’s most experienced Parliamentarians and administrators. His contributions to public service and empowering the downtrodden will always be remembered.
— Narendra Modi (@narendramodi) July 5, 2021


