ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମା " ଦେବୀଙ୍କ ପୂଜାରୁ ମିଳୁଥିବା ଗଭୀର ଶାନ୍ତି ଏବଂ ଶକ୍ତିର ଭାବନା ଉପରେ ଗୁରୁତ୍ୱାରୋପ କରି ନବରାତ୍ରିର ଆଧ୍ୟାତ୍ମିକ ସାର ଉପରେ ନିଜର ଭାବନା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ ଦେବୀଙ୍କୁ ସମର୍ପିତ ଏକ ଭକ୍ତି ଭଜନ ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ 'ଏକ୍ସ' ରେ ଲେଖିଛନ୍ତି:
"ମା ଅମ୍ବେଙ୍କ ପୂଜା ଭକ୍ତି ର ଏକ ଚମତ୍କାର ଆନନ୍ଦ ପ୍ରଦାନ କରେ । ଏହା ମନକୁ ଅସୀମ ଶାନ୍ତି ଏବଂ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରିଥାଏ। "
मां अम्बे की आराधना से भक्ति का अद्भुत आनंद प्राप्त होता है। इससे मन को असीम शांति और आत्मिक शक्ति मिलती है।https://t.co/mqlVG5DTj1
— Narendra Modi (@narendramodi) March 23, 2026


