ଅଭିନନ୍ଦନ ବାର୍ତ୍ତା ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଦେଲେ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଅନୁଷ୍ଠିତ ୧୮ତମ ଲୋକସଭା ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ବାର୍ତ୍ତା ଦେଇଥିବାରୁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ବିଶ୍ୱ ନେତାଙ୍କ ବାର୍ତ୍ତାର ଉତ୍ତର ଦେଇଛନ୍ତି ଶ୍ରୀ ମୋଦୀ।

 

ମରିସସ୍ ର ପ୍ରଧାନମନ୍ତ୍ରୀ ଶ୍ରୀ ପ୍ରବୀନ୍ଦ କୁମାର ଜଗନାଥଙ୍କ ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ ଜୀ, ଆପଣଙ୍କ ହୃଦୟସ୍ପର୍ଶୀ ବାର୍ତ୍ତା ପାଇଁ ଧନ୍ୟବାଦ। ମରିସସ ଆମର ପଡ଼ୋଶୀ ପ୍ରଥମ ନୀତି, ଭିଜନ ସାଗର ଏବଂ ଗ୍ଲୋବାଲ ସାଉଥ ପାଇଁ ଆମର ପ୍ରତିବଦ୍ଧତାର ସଂଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆମର ସ୍ୱତନ୍ତ୍ର ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ମୁଁ ଏକାଠି କାମ କରିବାକୁ ଆଗ୍ରହୀ।’’

 

ଭୁଟାନର ପ୍ରଧାନମନ୍ତ୍ରୀ ଶ୍ରୀ ସେରିଙ୍ଗ ତୋବଗେଙ୍କ ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ମୋର ବନ୍ଧୁ ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବଗେଙ୍କୁ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଭାରତ-ଭୁଟାନ ସମ୍ପର୍କ ଆହୁରି ସୁଦୃଢ଼ ହେବ।’’

 

ନେପାଳ ପ୍ରଧାନମନ୍ତ୍ରୀ କମ୍ରେଡ୍ ପ୍ରଚଣ୍ଡଙ୍କ ଏକ ପୋଷ୍ଟର ଜବାବ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ପ୍ରଧାନମନ୍ତ୍ରୀ କମ୍ରେଡ୍ ପ୍ରଚଣ୍ଡଜୀ ଆପଣଙ୍କ ଶୁଭେଚ୍ଛା ପାଇଁ ଆପଣଙ୍କୁ ଧନ୍ୟବାଦ। ଭାରତ-ନେପାଳ ବନ୍ଧୁତାକୁ ସୁଦୃଢ଼ କରିବା ପାଇଁ ନିରନ୍ତର ସହଯୋଗ ଜାରି ରଖିବାକୁ ଚାହୁଁଛି।’’

 

ଶ୍ରୀଲଙ୍କାର ରାଷ୍ଟ୍ରପତି ଶ୍ରୀ ରାନିଲ ବିକ୍ରମସିଂହେଙ୍କ ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

"ଧନ୍ୟବାଦ, ମିଷ୍ଟର ରାନିଲ ବିକ୍ରମସିଂହେ। ଭାରତ-ଶ୍ରୀଲଙ୍କା ଅର୍ଥନୈତିକ ଭାଗିଦାରୀରେ ଆମର ନିରନ୍ତର ସହଯୋଗ ପାଇଁ ମୁଁ ଆଶା କରୁଛି।’’

 

ଶ୍ରୀଲଙ୍କାର କାର୍ଯ୍ୟକାରୀ ରାଷ୍ଟ୍ରପତି ଶ୍ରୀ ମହିନ୍ଦା ରାଜପକ୍ଷେଙ୍କ ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

"ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ, ମୋର ବନ୍ଧୁ ମହିନ୍ଦା ରାଜପକ୍ଷେ। ଭାରତ-ଶ୍ରୀଲଙ୍କା ଭାଗିଦାରୀ ନୂଆ ସୀମା ନିର୍ଦ୍ଧାରଣ କରୁଥିବାବେଳେ ଆପଣଙ୍କ ନିରନ୍ତର ସମର୍ଥନ ଆଶା କରୁଛି।’’

 

ଶ୍ରୀଲଙ୍କାର ଫିଲ୍ଡ ମାର୍ଶଲ ଶ୍ରୀ ଶରତ ଫୋନସେକାଙ୍କ ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଧନ୍ୟବାଦ ଶ୍ରୀ ଶରତ ଫୋନସେକା । ଶ୍ରୀଲଙ୍କା ସହ ଆମର ସମ୍ପର୍କ ବିଶେଷ। ଏହାକୁ ଆହୁରି ଗଭୀର ଓ ସୁଦୃଢ଼ କରିବା ପାଇଁ ଆମେ ଶ୍ରୀଲଙ୍କାବାସୀଙ୍କ ସହ ମିଶି କାମ ଜାରି ରଖିବୁ।’’

 

ଶ୍ରୀଲଙ୍କାର ବିରୋଧୀ ଦଳ ନେତା ଶ୍ରୀ ସଜିତ ପ୍ରେମଦାସାଙ୍କ ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

"ଆପଣଙ୍କ ଶୁଭେଚ୍ଛା ପାଇଁ ସଜିତ ପ୍ରେମଦାସାଙ୍କୁ ଧନ୍ୟବାଦ! ଶ୍ରୀଲଙ୍କା ସହ ଆମର ସମ୍ପର୍କ ବିଶେଷ ଏବଂ ଅନନ୍ୟ ଭାବରେ ଭ୍ରାତୃତ୍ୱପୂର୍ଣ୍ଣ । ପଡ଼ୋଶୀ ପ୍ରଥମ ନୀତି ଅନୁଯାୟୀ ଆମର ଅତୁଟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।’’

 

ଇଟାଲୀ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଜର୍ଜିଆ ମେଲୋନିଙ୍କ ଏକ ପୋଷ୍ଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଭାରତ-ଇଟାଲୀ ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଅଛୁ ଯାହା ସହଭାଗୀ ମୂଲ୍ୟବୋଧ ଏବଂ ସ୍ୱାର୍ଥ ଉପରେ ଆଧାରିତ । ବୈଶ୍ୱିକ ଉନ୍ନତି ପାଇଁ ଏକାଠି କାମ କରିବାକୁ ଆଗ୍ରହୀ।’’

 

ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜ୍ଜୁଙ୍କ ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଧନ୍ୟବାଦ। ଭାରତ ମହାସାଗର ଅଞ୍ଚଳରେ ମାଳଦ୍ୱୀପ ଆମର ମୂଲ୍ୟବାନ ସହଯୋଗୀ ଏବଂ ପଡ଼ୋଶୀ । ମୁଁ ମଧ୍ୟ ଆମ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଘନିଷ୍ଠ ସହଯୋଗ ଆଶା କରୁଛି।’’

 

ମାଳଦ୍ୱୀପର ଉପରାଷ୍ଟ୍ରପତି ଶ୍ରୀ ହୁସେନ ମହମ୍ମଦ ଲତିଫଙ୍କ ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଉପରାସଭାପତି ସେମ୍ବେ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ। ଦ୍ବିପାକ୍ଷିକ ଭାଗିଦାରୀକୁ ସୁଦୃଢ଼ କରିବା ଲାଗି ଆମେ କାର୍ଯ୍ୟ କରିବା ଜାରି ରଖିବୁ।’’

 

ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନାସିଦଙ୍କ ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆପଣଙ୍କ ଶୁଭେଚ୍ଛା ପାଇଁ ମହମ୍ମଦ ନାସିଦଙ୍କୁ ଧନ୍ୟବାଦ। ଭାରତ-ମାଳଦ୍ୱୀପ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆମେ ଆପଣଙ୍କ ନିରନ୍ତର ସମର୍ଥନକୁ ଗୁରୁତ୍ୱ ଦେଉଛୁ।’’

 

ମାଳଦ୍ୱୀପର ରାଜ ନେତା ତଥା ଜାତିସଂଘ ସାଧାରଣ ପରିଷଦର ପୂର୍ବତନ ସଭାପତି ଅବଦୁଲ୍ଲା ଶାହିଦଙ୍କ ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

"ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ, ଅବଦୁଲ୍ଲା ଶାହିଦ। ମାଳଦ୍ୱୀପ ସହ ଆମର ସମ୍ପର୍କ ନୂଆ ଉଚ୍ଚତା ହାସଲ କରିବାକୁ ଆମେ ଆପଣଙ୍କ ଆଗ୍ରହରେ ସହଭାଗୀ ରହିଛୁ ।’’

 

ଜାମାଇକା ପ୍ରଧାନମନ୍ତ୍ରୀ ଶ୍ରୀ ଆଣ୍ଡ୍ରିୟୁ ହୋଲନେସଙ୍କ ଏକ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଧନବ୍ୟାଦ ପ୍ରଧାନମନ୍ତ୍ରୀ ଆଣ୍ଡ୍ର୍ୟୁ ହୋଲନେସ । ଭାରତ-ଜାମାଇକା ସମ୍ପର୍କ ଶହ ଶହ ବର୍ଷ ପୁରୁଣା ନାଗରିକ ସମ୍ପର୍କ ଉପରେ ଆଧାରିତ । ଆମ ଲୋକଙ୍କ କଲ୍ୟାଣ ପାଇଁ ଏକାଠି କାମ କରିବା ପାଇଁ ମୁଁ ଆଗ୍ରହୀ ।’’

 

ବାର୍ବାଡୋସ୍ ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟ୍‌ଲିଙ୍କ ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟଲିଙ୍କୁ ଧନ୍ୟବାଦ। ଆମ ଲୋକଙ୍କ କଲ୍ୟାଣ ପାଇଁ ଭାରତ ଏବଂ ବାର୍ବାଡୋସ୍ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ପାଇଁ ମୁଁ ଆପଣଙ୍କ ସହ କାମ କରିବାକୁ ଆଗ୍ରହୀ।’’

 

Replying to a post by Former President of Maldives, Mr Ibrahim Mohamed Solih, the Prime Minister said;

“Thank you Ibrahim Mohamed Solih for your kind wishes. The special relationship between India and Maldives has witnessed all-round progress in recent years and we look forward to your continued support for its enhancement.”

 

In response to a post by the Prime Minister of Singapore, Mr Lawrence Wong, the Prime Minister said;

“Thank you Prime Minister Lawrence Wong for your kind greetings. I too look forward to closely working with you to further strengthen our multi-faceted partnership.”

 

Responding to a post by the Former Prime Minister of Nepal, Mr Sher Bahadur Deuba, the Prime Minister said;

“Thank you Sher Bahadur Deuba. We will continue strengthening the unique relationship between India and Nepal further.”

 

Replying to a post by the Prime Minister of Malaysia, Mr Anwar Ibrahim, the Prime Minister said;

“Thank you Prime Minister Anwar Ibrahim for your kind words of congratulations. Look forward to working together for further advancing India-Malaysia Enhanced Strategic Partnership to the next high level.”

 

In response to a post by the President of Ukraine, Mr Volodymyr Zelenskyy, the Prime Minister said;

“Thank you President Volodymyr Zelenskyy. India will continue to support peace, security and prosperity for everyone in the region.”

 

Responding to a post by the Prime Minister of Spain, Mr Pedro Sanchez, the Prime Minister said;

“Thank you Prime Minister Pedro Sanchez for your warm wishes. We deeply value our special partnership with Spain. Look forward to advancing our relationship with renewed vigour and energy.”

 

Replying to a post by the Prime Minister of Israel, Mr Benjamin Netanyahu, the Prime Minister said;

“Thank you Prime Minister Benjamin Netanyahu for your warm wishes. Look forward to further enhancing India-Israel friendship and regional cooperation in the interest of peace, security and prosperity. Toda Raba!”

 

In response to a post by the President of Nigeria, Mr Bola Ahmed Tinubu, the Prime Minister said;

“Thank you President Bola Ahmed Tinubu for your warm message. Nigeria's participation in the G20 Summit hosted by India last year was a momentous occasion. Look forward to further enhancing our partnership for the benefit of our people and the region.”

 

Replying to a post by the President of Serbia, Mr Aleksandar Vučić, the Prime Minister said;

“Thank you President Aleksandar Vučić for the kind wishes. India and Serbia relations will continue to strengthen in coming years.”

 

Replying to a post by the Prime Minister of the Czech Republic, Mr Petr Fiala, the Prime Minister said;

“Thank you my friend Prime Minister Petr Fiala. I warmly recall our meeting earlier this year during the Vibrant Gujarat Summit. Look forward to advancing our ties in the years to come.”

 

In response to a post by the acting President and First Vice President of Iran, Mr Mohammad Mokhber, the Prime Minister said;

“Thank you Excellency Mohammad Mokhber for your message. India and Iran will continue to work together to advance bilateral relations and promote regional peace, security and prosperity.”

 

Responding to a post by the President of Kenya, Dr William Samoei Ruto, the Prime Minister said;

“Thank you President Williams Ruto for your warm words. I fondly recall your State Visit to India last year which added many new dimensions to India- Kenya bilateral cooperation. I look forward to our continued engagement.”

 

Replying to a post by the President of the Republic of Lithuania, Mr Gitanas Nausėda, the Prime Minister said;

“Thank you President Gitanas Nauseda. I also look forward to working together to further strengthen India-Lithuania friendship.”

 

In response to a post by the President of the Union of the Comoros, Mr Azali Assoumani, the Prime Minister said;

“Appreciate your kind wishes President Azali Assoumani. We are committed to deepen India-Comros partnership. Comros is key partner in our vision SAGAR and in the Africa Union.”

 

Replying to a post by the President of the Madagascar, Mr Andry Rajoelina, the Prime Minister said;

“Thank you President Andry Rajoelina for your warm wishes. I look forward to continued cooperation with Madagascar, our partner in the Indian Ocean Region and Vision SAGAR.”

 

In response to a post by the President of the Republic of Korea, Mr Yoon Suk Yeol, the Prime Minister said;

“Dear Friend President Yoon, thank you for your kind words. I look forward to deepening our Special Strategic Partnership and continuing the momentum of our high-level exchanges.”

 

Responding to a post by the Prime Minister of the Hellenic Republic, Mr Kyriakos Mitsotakis, the Prime Minister said;

“Thank you my friend Prime Minister Kyriakos for your warm greetings. Your recent visit has elevated our strategic partnership between our two strong democracies. Look forward to maintaining the momentum in my third term.”

 

Replying to a post by the President of the United Republic of Tanzania, Ms Samia Suluhu, the Prime Minister said;

“Thank you President Samia Suluhu for your message. Your landmark visit to India last year enhanced our cooperation in all areas. Look forward to working with you for the benefit of the people of our nations.”

 

In response to a post by the Prime Minister of Moldova, Mr Dorin Recean, the Prime Minister said;

“Prime Minister Dorin Recean we value your sentiments. We are committed to advancing the close bonds of friendship between India and Moldova that are based on the shared belief in the values of freedom and democracy.”

 

Responding to a post by the President of UAE, Sheikh Mohamed bin Zayed Al Nahyan, the Prime Minister said;

“Thank you dear brother Mohamed Bin Zayed for your warm words. Building on the high momentum and upward trajectory of India-UAE ties in the recent years, I look forward to working with you to achieve unprecedented heights in the years to come.”

 

Replying to a post by the President of Indonesia, Mr Joko Widodo, the Prime Minister said;

“Thank you President Joko Widodo for your warm wishes. I recall my recent fruitful visits to Indonesia with great fondness. Look forward to our continued cooperation bilaterally as well as at multilateral forums.”

 

In response to a post by the President of the Republic of Cyprus, Mr Nikos Christodoulides, the Prime Minister said;

“Thank you President Nikos Christodoulides. India-Cyprus strategic partnership will continue to gain new heights in the years to come.”

 

Responding to a post by the President of France, Mr Emmanuel Macron, the Prime Minister said;

“Thank you for your warm wishes my friend Emmanuel Macron. 🇮🇳-🇫🇷 strategic partnership is underscored by exceptional trust and confidence. I look forward to working with you to realise our Horizon 2047 vision for the benefit of our people and the world.”

 

Replying to a post by the Prime Minister of Norway, Mr Jonas Gahr Støre, the Prime Minister said;

“Thank you Prime Minister Jonas Gahr Støre. Norway has been key Nordic partner. We look forward to further deepening our bilateral and regional cooperation for the benefit of our people.”

 

In response to a post by the Prime Minister of Denmark, Ms Mette Frederiksen, the Prime Minister said;

“Thank you dear Prime Minister Mette Frederiksen for your warm wishes. The vibrant and robust ties between India and Denmark continue to gain new dimensions. I look forward to our sustained engagement as we celebrate 75th anniversary of our diplomatic relations this year.”

 

Responding to a post by the President of Egypt, Mr Abdelfattah Elsisi, the Prime Minister said;

“Grateful for your warm words President Abdelfattah Elsisi. Sustained engagement between India and Egypt have provided a new momentum to our ties. I look forward to working with you to attain unprecedented heights in the years to come.”

 

Replying to a post by the Prime Minister of Sweden, Mr Ulf Kristersson, the Prime Minister said;

“Deeply value your greetings my friend Prime Minister Ulf Kristersson. India and Sweden will build on our strong partnership, including in the area of sustainable and green development.”

 

In response to a post by the Prime Minister of Antigua & Barbuda, Mr Gaston Browne, the Prime Minister said;

“Thank you Excellency Gaston Browne. We cherish our long standing partnership with Antigua and Barbuda that are based on strong people to people ties, development partnership and sports ties. We are committed to enhance bilateral relations in the interest of our people.”

 

Responding to a post by the Prime Minister of Cambodia, Dr Hun Manet, the Prime Minister said;

“Thank you Prime Minister Dr Hun Manet for your kind wishes. India and Cambodia partnership will further deepen in the times to come.”

 

Replying to a post by the President of Honduras, Ms Xiomara Castro de Zelaya, the Prime Minister said;

“President Xiomara Castro Z, we value your greetings. We too look forward to continued cooperation for strengthening India-Honduras partnership for the benefit of our people.”

 

In response to a post by the President of the European Union Commission, Ms Ursula von der Leyen, the Prime Minister said;

“Thank you Ursula von der Leyen. India-EU strategic partnership is defined by the depth of our shared democratic values, interests and the unlimited opportunities. Looking forward to elevate the India-EU ties to greater heights. Best wishes on behalf of the world's largest democracy for the EU elections.”

 

Responding to a post by the Chancellor of the Republic of Austria, Mr Karl Nehammer, the Prime Minister said;

“Thank you Chancellor Karl Nehammer. I too look forward to continued joint cooperation to advance India-Austria bilateral ties in all areas.”

 

In response to a post by the Former Prime Minister of Nepal, Mr K P Sharma Oli, the Prime Minister said;
“Thank you K P Sharma Oli for your warm wishes. We remain committed to advancing our bilateral partnership for the benefit of our people.”

 

Replying to a post by the Chancellor of Germany, Mr Olaf Scholz, the Prime Minister said;

“Thank you for your wishes Chancellor Olaf Scholz. I am confident that India- Germany strategic Partnership will scale new heights in the times to come.”

 

In response to a post by the President of Argentina, Mr Javier Milei, the Prime Minister said;

“Thank you President Javier Milei for your warm greetings. Looking forward to working with you to further deepen Strategic Partnership between our two vibrant democracies 🇮🇳🤝🇦🇷.”

 

Replying to a post by the Vice President of the United Arab Emirates, HH Sheikh Mohammed, the Prime Minister said;

“Thank you, Your Highness, for your warm wishes. Your affection for India and your exemplary leadership have been a source of great strength for our ties. Look forward to our continued engagement in the coming years.”

 

Responding to a post by the President of the European Council, Mr Charles Michel, the Prime Minister said;

“Dear Charles Michel, we appreciate you for your kind words for the Indian democracy. We are committed to strengthening mutually beneficial India- EU strategic partnership.”

 

In response to a post by the President of the Republic of Latvia, Mr Edgars Rinkēvičs, the Prime Minister said;

“Thank you President Edgars Rinkēvičs for your warm message. We value our friendship with Latvia and look forward to deepening this partnership.”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Regional languages take precedence in Lok Sabha addresses

Media Coverage

Regional languages take precedence in Lok Sabha addresses
NM on the go

Nm on the go

Always be the first to hear from the PM. Get the App Now!
...
Cabinet approves three new corridors as part of Delhi Metro’s Phase V (A) Project
December 24, 2025

The Union Cabinet chaired by the Prime Minister, Shri Narendra Modi has approved three new corridors - 1. R.K Ashram Marg to Indraprastha (9.913 Kms), 2. Aerocity to IGD Airport T-1 (2.263 kms) 3. Tughlakabad to Kalindi Kunj (3.9 kms) as part of Delhi Metro’s Phase – V(A) project consisting of 16.076 kms which will further enhance connectivity within the national capital. Total project cost of Delhi Metro’s Phase – V(A) project is Rs.12014.91 crore, which will be sourced from Government of India, Government of Delhi, and international funding agencies.

The Central Vista corridor will provide connectivity to all the Kartavya Bhawans thereby providing door step connectivity to the office goers and visitors in this area. With this connectivity around 60,000 office goers and 2 lakh visitors will get benefitted on daily basis. These corridors will further reduce pollution and usage of fossil fuels enhancing ease of living.

Details:

The RK Ashram Marg – Indraprastha section will be an extension of the Botanical Garden-R.K. Ashram Marg corridor. It will provide Metro connectivity to the Central Vista area, which is currently under redevelopment. The Aerocity – IGD Airport Terminal 1 and Tughlakabad – Kalindi Kunj sections will be an extension of the Aerocity-Tughlakabad corridor and will boost connectivity of the airport with the southern parts of the national capital in areas such as Tughlakabad, Saket, Kalindi Kunj etc. These extensions will comprise of 13 stations. Out of these 10 stations will be underground and 03 stations will be elevated.

After completion, the corridor-1 namely R.K Ashram Marg to Indraprastha (9.913 Kms), will improve the connectivity of West, North and old Delhi with Central Delhi and the other two corridors namely Aerocity to IGD Airport T-1 (2.263 kms) and Tughlakabad to Kalindi Kunj (3.9 kms) corridors will connect south Delhi with the domestic Airport Terminal-1 via Saket, Chattarpur etc which will tremendously boost connectivity within National Capital.

These metro extensions of the Phase – V (A) project will expand the reach of Delhi Metro network in Central Delhi and Domestic Airport thereby further boosting the economy. These extensions of the Magenta Line and Golden Line will reduce congestion on the roads; thus, will help in reducing the pollution caused by motor vehicles.

The stations, which shall come up on the RK Ashram Marg - Indraprastha section are: R.K Ashram Marg, Shivaji Stadium, Central Secretariat, Kartavya Bhawan, India Gate, War Memorial - High Court, Baroda House, Bharat Mandapam, and Indraprastha.

The stations on the Tughlakabad – Kalindi Kunj section will be Sarita Vihar Depot, Madanpur Khadar, and Kalindi Kunj, while the Aerocity station will be connected further with the IGD T-1 station.

Construction of Phase-IV consisting of 111 km and 83 stations are underway, and as of today, about 80.43% of civil construction of Phase-IV (3 Priority) corridors has been completed. The Phase-IV (3 Priority) corridors are likely to be completed in stages by December 2026.

Today, the Delhi Metro caters to an average of 65 lakh passenger journeys per day. The maximum passenger journey recorded so far is 81.87 lakh on August 08, 2025. Delhi Metro has become the lifeline of the city by setting the epitome of excellence in the core parameters of MRTS, i.e. punctuality, reliability, and safety.

A total of 12 metro lines of about 395 km with 289 stations are being operated by DMRC in Delhi and NCR at present. Today, Delhi Metro has the largest Metro network in India and is also one of the largest Metros in the world.