ପ୍ରୟାଗରାଜରେ ମହାକୁମ୍ଭ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥ ମନ୍ଦିରରେ ଠାକୁର ଦର୍ଶନ କରିଛନ୍ତି ।

 

ଏକ୍ସ ରେ ଭିନ୍ନ ଭିନ୍ନ ପୋଷ୍ଟରେ ସେ ଲେଖିଛନ୍ତି :

“ପ୍ରୟାଗରାଜରେ ମହାକୁମ୍ଭ ଶେଷ ହେବା ପରେ ସୋମନାଥ ଯିବି ବୋଲି ମୁଁ ନିଷ୍ପତ୍ତି ନେଇଥିଲି, ଯାହାକି ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ ।

ଆଜି ସୋମନାଥ ମନ୍ଦିରରେ ପ୍ରାର୍ଥନା କରି ମୁଁ ନିଜକୁ ଧନ୍ୟ ମଣୁଛି । ମୁଁ ପ୍ରତ୍ୟେକ ଭାରତୀୟଙ୍କ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛି । ଏହି ମନ୍ଦିର ଆମ ସଂସ୍କୃତିର ସାହସ ଏବଂ କାଳଜୟୀ ଐତିହ୍ୟକୁ ଦର୍ଶାଉଛି ।”

 

“ପ୍ରୟାଗରାଜରେ ଏକତାର ମହାକୁମ୍ଭ କୋଟି କୋଟି ଦେଶବାସୀଙ୍କ ପ୍ରୟାସରେ ସମ୍ପନ୍ନ ହୋଇଛି । ମୁଁ ଏକ ସେବକ ଭାବେ ମନ ମଧ୍ୟରେ ସଂକଳ୍ପ ନେଇଥଲି ଯେ ମହାକୁମ୍ଭ ପରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ ଜ୍ୟୋତିର୍ଲିଙ୍ଗ ଶ୍ରୀ ସୋମନାଥଙ୍କ ପୂଜାର୍ଚ୍ଚନା କରିବି ।

ଆଜି ସୋମନାଥ ଦାଦାଙ୍କ ଆଶୀର୍ବାଦରେ ସେହି ସଂକଳ୍ପ ପୂର୍ଣ୍ଣ ହୋଇଛି । ମୁଁ ସମସ୍ତ ଦେଶବାସୀଙ୍କ ପକ୍ଷରୁ ଏକତାର ମହାକୁମ୍ଭର ସଫଳ ସିଦ୍ଧିକୁ ଶ୍ରୀ ସୋମନାଥ ଭଗବାନଙ୍କ ଚରଣରେ ସମର୍ପିତ କରିଛି । ଏହି ଅବସରରେ ମୁଁ ସମସ୍ତ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧିର କାମନା କରିଛି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Beyond Make in India: Building a globally competitive manufacturing ecosystem

Media Coverage

Beyond Make in India: Building a globally competitive manufacturing ecosystem
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 6, 2026
June 06, 2026

Viksit Bharat Rising: PM Modi's Vision Powers Energy, Defense & Digital Dominance