ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ମଧ୍ୟ ରାତ୍ରୀରେ ଏକ ପୁତ୍ର ଜନ୍ମ ନେଇଛି” ବୋଲି 23 ଜାନୁଆରୀ 1897ରେ ଜାନକୀନାଥ ବୋଷ ତାଙ୍କ ଡାଏରୀରେ ଲେଖିଛନ୍ତି । ଏହି ପୁତ୍ର ସାହସୀ, ସ୍ଵାଧୀନତା ସେନାନୀ ଏବଂ ବିଚାରକ ହେଲେ, ଯିଏକି ନିଜର ସଂପୂର୍ଣ୍ଣ ଜୀବନ ଭାରତର ସ୍ଵାଧୀନତା ଭଳି ଏକ ମହତ କାମରେ ନିୟୋଜିତ କରିଦେଇଥିଲେ । ମୁଁ ନେତାଜୀ ବୋଷଙ୍କ କଥା କହୁଛି, ଯାହାଙ୍କ ଜୟନ୍ତୀରେ ଆଜି ଆମେ ଗର୍ବରେ ତାଙ୍କୁ ମନେ ପକାଉଛୁ ।

ପ୍ରଧାନମନ୍ତ୍ରୀ କହିଥିଲେ, “ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସାହସ ଏବଂ ଉପନିବେଶବାଦରୁ ମୁକ୍ତି ଦିଗରେ ତାଙ୍କର ଯୋଗଦାନ ଲାଗି ସର୍ବଦା ଆମେ ତାଙ୍କର ଋଣୀ ହୋଇ ରହିବା । ଭାରତୀୟଙ୍କ ପ୍ରଗତି ଏବଂ ସେମାନଙ୍କ ସମୃଦ୍ଧି ପାଇଁ ସେ ସବୁବେଳେ ଦୃଢତାର ସହ ଛିଡା ହେଉଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Substance Abuse Takes Youth Away From Their Dreams’: PM Modi Launches Anti-Drug Campaign

Media Coverage

‘Substance Abuse Takes Youth Away From Their Dreams’: PM Modi Launches Anti-Drug Campaign
NM on the go

Nm on the go

Always be the first to hear from the PM. Get the App Now!
...
Governor of Jharkhand meets Prime Minister
August 03, 2026