ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ, ସଂଘର୍ଷ, ଉତ୍ସର୍ଗ ସର୍ବଦା ଦେଶବାସୀଙ୍କୁ ପ୍ରେରିତ କରିବ ବୋଲି କହିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ପୂର୍ଣ୍ଣ ସ୍ୱରାଜ ଦାବିରେ ବିଦେଶୀ ଶାସନର ମୁଳଦୁଆକୁ ଦୋହଲାଇ ଦେଇଥିବା ଦେଶର ଅମର ଯୋଦ୍ଧା ଲୋକମାନ୍ୟ ତିଲକଙ୍କୁ କୋଟି କୋଟି ପ୍ରଣାମ । ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ, ସଂଘର୍ଷ, ଉତ୍ସର୍ଗ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Operation Sindoor defined India's response to provocation: Army chief

Media Coverage

Operation Sindoor defined India's response to provocation: Army chief
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”