ଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଗ୍ୟାଲେରୀରୁ କିଛି ଝଲକ ମଧ୍ୟ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ଜୀଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ବିଷୟରେ ତାଙ୍କ ଚିନ୍ତାଧାରାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଶ୍ରୀ ମୋଦୀ ଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟରେ ଥିବା ଲାଲ ବାହାଦୂର ଶାସ୍ତ୍ରୀଙ୍କ ଗ୍ୟାଲେରୀରୁ କିଛି ଝଲକ ମଧ୍ୟ ସେୟାର କରିଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଲାଲ ବାହାଦୂର ଶାସ୍ତ୍ରୀ ଜୀ ତାଙ୍କର ସରଳତା ଏବଂ ର୍ନିଣ୍ଣାୟକତା ପାଇଁ ସାରା ଭାରତରେ ପ୍ରଶଂସିତ ହୋଇଛନ୍ତି । ଆମ ଇତିହାସର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କର କଠୋର ନେତୃତ୍ୱ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ।”

“ଆଜି ଶାସ୍ତ୍ରୀ ଜୀଙ୍କର ଜୟନ୍ତୀରେ ମୁଁ ଦିଲ୍ଲୀର ପ୍ରଧାନମନ୍ତ୍ରୀ ସଂଗ୍ରହାଳୟଠାରେ ଥିବା ତାଙ୍କ ଗ୍ୟାଲେରୀର କିଛି ଝଲକ ସେୟାର କରୁଛି, ଯାହା ତାଙ୍କ ଜୀବନ ଯାତ୍ରା ଏବଂ ପ୍ରଧାନମନ୍ତ୍ରୀ ଭାବରେ ସଫଳତା ପ୍ରଦର୍ଶନ କରୁଛି । ସଂଗ୍ରହାଳୟ ପରିଦର୍ଶନ କରନ୍ତୁ ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
82 km in less than 1 hour: Delhi-Meerut Namo Bharat corridor set for full opening on Feb 22

Media Coverage

82 km in less than 1 hour: Delhi-Meerut Namo Bharat corridor set for full opening on Feb 22
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 21, 2026
February 21, 2026

Citizens Agrees Modi Hai To Mumkin Hai: Human-Centric AI, Solar Surge & Manufacturing Boom – India’s Golden Rise