ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାବୀର ଜୟନ୍ତୀ ଅବସରରେଭଗବାନ ମହାବୀରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି  ଭଗବାନମହାବୀର ସର୍ବଦା ଅହିଂସାସତ୍ୟ ଏବଂ କରୁଣା ଉପରେ ଗୁରୁତ୍ଦେଉଥିଲେ ଏବଂ ତାଙ୍କର ଆଦର୍ଶ ସମଗ୍ର ବିଶ୍ୱର ଅଗଣିତ ଲୋକଙ୍କୁଶକ୍ତି ପ୍ରଦାନ କରୁଛି ବୋଲି ଶ୍ରୀ ମୋଦୀ କହିଛନ୍ତି  ପ୍ରଧାନମନ୍ତ୍ରୀ ମଧ୍ୟଉଲ୍ଲେଖ କରିଛନ୍ତି ଯେଗତ ବର୍ଷ ସରକାର ପ୍ରାକୃତକୁ ଶାସ୍ତ୍ରୀୟଭାଷାର ମାନ୍ୟତା ପ୍ରଦାନ କରିଥିଲେ ଏବଂ ଏହା ବହୁ ପ୍ରଶଂସିତହୋଇଥିଲା 

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆମେ ସମସ୍ତେ ଭଗବାନ ମହାବୀରଙ୍କୁ ପ୍ରଣାମ କରୁଛୁଯିଏ ସର୍ବଦାଅହିଂସାସତ୍ୟ ଏବଂ କରୁଣା ଉପରେ ଗୁରୁତ୍ୱାରୋପ କରିଥିଲେ ତାଙ୍କ ଆଦର୍ଶ ସମଗ୍ର ବିଶ୍ୱରେ ଅଗଣିତ ଲୋକଙ୍କୁ ଶକ୍ତି ପ୍ରଦାନ କରୁଛି ଜୈନ ସମ୍ପ୍ରଦାୟ ଦ୍ୱାରା ତାଙ୍କ ଶିକ୍ଷାଗୁଡିକୁ ସୁନ୍ଦର ଭାବରେ ସଂରକ୍ଷିତରଖାଯିବା ସହ ଲୋକପ୍ରିୟ ମଧ୍ୟ କରାଯାଇଛି  ଭଗବାନ ମହାବୀରଙ୍କଦ୍ୱାରା ଅନୁପ୍ରାଣୀତ ହୋଇସେମାନେ ଜୀବନର ବିଭିନ୍ନ କ୍ଷେତ୍ରରେଉତ୍କର୍ଷ ହାସଲ କରିଛନ୍ତି ଏବଂ ସାମାଜିକ କଲ୍ୟାଣ ପାଇଁ ଯୋଗଦାନମଧ୍ୟ ଦେଇଛନ୍ତି 

ଆମ ସରକାର ସର୍ବଦା ଭଗବାନ ମହାବୀରଙ୍କ ସ୍ୱପ୍ନ ପୂରଣ କରିବାପାଇଁ କାର୍ଯ୍ୟ କରିବ  ଗତ ବର୍ଷ ଆମ ପ୍ରାକୃତକୁ ଶାସ୍ତ୍ରୀୟ ଭାଷାରମାନ୍ୟତା ପ୍ରଦାନ କରିଥିଲୁଯାହା ବହୁ ପ୍ରଶଂସିତ ହୋଇଥିଲା 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's banking sector resilient; 11-13% credit growth for January-June likely: Survey

Media Coverage

India's banking sector resilient; 11-13% credit growth for January-June likely: Survey
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 20, 2026
April 20, 2026

Honouring Saints, Powering Futures: PM Modi’s Leadership That Blends Heritage, Highways and High Growth