ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ୭୫ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଥିଲେ ଯେ ସର୍ଦ୍ଦାର ପଟେଲ ତାଙ୍କ ସମଗ୍ର ଜୀବନ ଦେଶକୁ ଏକଜୁଟ କରିବା ଏବଂ ଭାରତକୁ ଏକତାର ଗୋଟିଏ ସୂତ୍ରରେ ବାନ୍ଧି ରଖବାପାଇଁ ପାଇଁ ଉତ୍ସର୍ଗ କରିଥିଲେ।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏକ ସମନ୍ୱିତ ଏବଂ ଶକ୍ତିଶାଳୀ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଯୋଗଦାନ ସର୍ବଦା ଦେଶର ସାମୂହିକ ସ୍ମୃତିରେ ଲିପିବଦ୍ଧ ହୋଇ ରହିବ।
ଏକ୍ସ ଉପରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୭୫ତମ ଶ୍ରାଦ୍ଧ ବାର୍ଷିକୀରେ ମୋର ସମ୍ମାନ ଜନକ ଶ୍ରଦ୍ଧାଞ୍ଜଳି। ସେ ଦେଶକୁ ଏକତା ପ୍ରଦାନ କରିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଏକ ସଂଯୁକ୍ତ ଏବଂ ଶକ୍ତିଶାଳୀ ଭାରତ ଗଠନରେ ତାଙ୍କର ଅତୁଳନୀୟ ଅବଦାନକୁ ଏକ କୃତଜ୍ଞ ରାଷ୍ଟ୍ର କେବେ ଭୁଲିପାରିବ ନାହିଁ।"
लौह पुरुष सरदार वल्लभभाई पटेल को उनकी 75वीं पुण्यतिथि पर मेरा सादर नमन। उन्होंने देश को एकसूत्र में पिरोने के लिए अपना जीवन समर्पित कर दिया। अखंड और सशक्त भारतवर्ष के निर्माण में उनका अतुलनीय योगदान कृतज्ञ राष्ट्र कभी भुला नहीं सकता।
— Narendra Modi (@narendramodi) December 15, 2025
भारत रत्न सरदार पटेल की 75वीं पुण्यतिथि आत्मनिर्भर भारत के लिए प्रेरणा लेने का भी एक विशेष अवसर है। उन्होंने देशवासियों में राष्ट्रीय एकता की जो भावना भरी, वो ‘विकसित भारत’ के लिए ऊर्जा का स्रोत है। राष्ट्र निर्माण में उनकी अद्वितीय भूमिका सशक्त और सामर्थ्यवान भारत के लिए… https://t.co/kJlulprPry
— Narendra Modi (@narendramodi) December 15, 2025


