ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ ଛତ୍ରପତି ଶିବାଜୀ ମହାରାଜଙ୍କ ବିଷୟରେ ମଧ୍ୟ ନିଜର ମତ ରଖିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ବିଟରରେ ପୋଷ୍ଟ କରିଛନ୍ତି;
ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ଜଣେ ଦୂରଦର୍ଶୀ ନେତା, ନିର୍ଭୀକ ଯୋଦ୍ଧା, ସଂସ୍କୃତିର ରକ୍ଷକ ଓ ସୁଶାସନର ପ୍ରତିମୂର୍ତ୍ତି, ତାଙ୍କ ଜୀବନ ସଭିଙ୍କୁ ପ୍ରେରଣା ଦେଇଥାଏ।
Tributes to Chhatrapati Shivaji Maharaj on his Jayanti. A visionary leader, fearless warrior, protector of culture and embodiment of good governance, his life inspires generations. pic.twitter.com/4lF1IIAaFw
— Narendra Modi (@narendramodi) February 19, 2024
छत्रपती शिवाजी महाराज यांना त्यांच्या जयंतीनिमित्त विनम्र अभिवादन. दूरदर्शी नेते, निर्भीड योद्धे, संस्कृतीचे रक्षक आणि सुशासनाचे मूर्त रूप , त्यांचे जीवन अनेक पिढ्यांसाठी प्रेरणादायी आहे. pic.twitter.com/o8EWzu3rDf
— Narendra Modi (@narendramodi) February 19, 2024


