ଜରୁରୀକାଳୀନ ସ୍ଥିତିର ପ୍ରତିବାଦ କରିଥିବା ସମସ୍ତ ପୁରୁଷ ଓ ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ଜରୁରୀକାଳୀନ ସ୍ଥିତିର ପ୍ରତିବାଦ କରିଥିବା ସେହି ମହାନ ପୁରୁଷ ଓ ମହିଳାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଦିବସ ଆଜି ।

ଜରୁରୀକାଳୀନ ସ୍ଥିିତିର କଳାଦିବସ ଆମକୁ #DarkDaysOfEmergency ମନେ ପକାଇଦେଉଛି କିପରି କଂଗ୍ରେସ ଦଳ ପ୍ରତ୍ୟେକ ଭାରତୀୟ ସମ୍ମାନ ଦେଉଥିବା ସମ୍ବିଧାନକୁ ଦଳିମକଚି ମୌଳିକ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିଥିଲା ।

 

ଜରୁରୀକାଳୀନ ସ୍ଥିତି #DarkDaysOfEmergency ଏକ ଅତ୍ୟାନ୍ତ ଆହ୍ୱାନପୂର୍ଣ୍ଣ ସମୟ ଥିଲା । ଗଣତନ୍ତ୍ର ଉପରେ ହୋଇଥିବା ଏହି ଆକ୍ରମଣକୁ ସେ ସମୟରେ ବିଭିନ୍ନ ବର୍ଗର ଲୋକେ ପ୍ରତିବାଦ କରିବାକୁ ସମ୍ମିଳିତ ହୋଇ ଆଗେଇ ଆସିଥିଲେ । ସେ ସମୟରେ ବିଭିନ୍ନ ଲୋକଙ୍କ ସହ କାମ କରି ମୁଁ ମଧ୍ୟ ଏହି ଅନୁଭୂତି ପାଇଛି । ନିମ୍ନ ପୋଷ୍ଟ ଏହାର ଝଲକ ଦେଉଛି...

ନିଜସ୍ୱ ଭାଷାରେ @narendramodi ବର୍ଣ୍ଣନା କରିଛନ୍ତି କିପରି ଜରୁରୀକାଳୀନ ସ୍ଥିତି ତାଙ୍କ ପାଇଁ ଏକ ଅସ୍ୱାଭାବିକ ସୁଯୋଗ (ବିପଦ ସମୟରେ ସୁଯୋଗ) ଆଣିଥିଲା ଯାହାକି ବିଭିନ୍ନ ରାଜନୈତିକ ଦଳର ନେତା ଓ ସଙ୍ଗଠନ ଗୁଡ଼ିକ ସହ କାମ କରିବା ପାଇଁ ଏବଂ ବିଭିନ୍ନତାର ନୀତି ଓ ମତ ଜାଣିବାକୁ ।

x

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Vande Bharat AC chair car fares much lower than those in China, Japan, France: Railway Minister Ashwini Vaishnaw

Media Coverage

Vande Bharat AC chair car fares much lower than those in China, Japan, France: Railway Minister Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 12, 2026
February 12, 2026

Sustainable, Strong, and Global: India's 2026 Surge Under PM Modi's Transformative Leadership