ଗୁୟାନାର ଜର୍ଜଟାଉନରେ ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ରେନେଡ଼ାର ପ୍ରଧାନମନ୍ତ୍ରୀ ଡିକନ ମିଚେଲଙ୍କୁ ଭେଟିଛନ୍ତି ।

 

କାରିକମର ଅଧ୍ୟକ୍ଷ ପଦ ପାଇଁ ଏବଂ ଦ୍ୱିତୀୟ ଭାରତ-କାରିକମ୍ ସମ୍ମିଳନୀକୁ ସଫଳତାର ସହ ପରିଚାଳନା ପାଇଁ ମିଚେଲଙ୍କୁ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ ।

ଆଲୋଚନା ଅବସରରେ ଆଇସିଟି, ସ୍ୱାସ୍ଥ୍ୟସେବା, ଦକ୍ଷତା ଗଠନ ଏବଂ ଜଳବାୟୁ ପରିବର୍ତ୍ତନ ନମନୀୟତା ଆଦି ପ୍ରସଙ୍ଗରେ ସହଯୋଗ ବୃଦ୍ଧି ପାଇଁ ଆଲୋଚନା ହୋଇଥିଲା । ମହାମାରୀ ସମୟରେ ଟିକା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ମିଚେଲ କୃତଜ୍ଞତା ଜଣାଇଥିଲେ । ଗ୍ଲୋବାଲ ସାଉଥରେ ଭାରତର ନେତୃତ୍ୱକୁ ସେ ପ୍ରଶଂସା କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
As Naxalism ends in Chhattisgarh, village gets tap water for first time

Media Coverage

As Naxalism ends in Chhattisgarh, village gets tap water for first time
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 13, 2026
April 13, 2026

Nari Shakti, 7% Growth & Global Respect: PM Modi Leadership Formula India is Celebrating