ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ଶ୍ରୀ ସିପି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
“ପୂର୍ବତନ ରାଷ୍ଟ୍ରପତି ଶ୍ରୀ ସିପି ରାମନାଥ କୋବିନ୍ଦଙ୍କ ସହ ଏକ ଚମତ୍କାର ସାକ୍ଷାତ ହେଲା । ବିଭିନ୍ନ ପ୍ରସଙ୍ଗରେ ତାଙ୍କ ଚିନ୍ତାଧାରା ବିଚାରଶୀଳ ଏବଂ ସମୃଦ୍ଧ ।”
Wonderful meeting former President Shri Ram Nath Kovind Ji. His insights on various subjects are always thoughtful and enriching. https://t.co/rx0DwCunUO
— Narendra Modi (@narendramodi) February 16, 2026


