ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆୟୋଗର ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ୧୬ତମ ଅର୍ଥ ଆୟୋଗ ସଦସ୍ୟଙ୍କ ଏକ ପ୍ରତିନିଧି ଦଳକୁ ଭେଟିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
‘‘ଆୟୋଗର ଅଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ୧୬ତମ ଅର୍ଥ ଆୟୋଗ ସଦସ୍ୟଙ୍କ ଏକ ପ୍ରତିନିଧି ଦଳଙ୍କୁ ଭେଟିଥିଲି।’’
Met a delegation of the 16th Finance Commission members led by Dr Arvind Panagariya, the Chairman of the Commission.@APanagariya pic.twitter.com/ejlB8xO2FZ
— Narendra Modi (@narendramodi) November 17, 2025


