ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଚାର୍ଯ୍ୟ ଶ୍ରୀ ପଦ୍ମସାଗର ସୁରିଶ୍ୱର ଜୀ ମହାରାଜ ସାହେବଙ୍କୁ ଭେଟି ଆଶୀର୍ବାଦ ଲୋଡିଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;
“ଆଚାର୍ଯ୍ୟ ଶ୍ରୀ ପଦ୍ମସାଗର ସୁରିଶ୍ୱର ଜୀ ମହାରାଜ ସାହେବଙ୍କୁ ଭେଟି ତାଙ୍କ ଆଶୀର୍ବାଦ ଲୋଡ଼ିଥିଲେ।”
Met Acharya Shri Padmasagar Surishwar Ji Maharaj Sahib and sought his blessings. pic.twitter.com/7TwGNm9o8U
— Narendra Modi (@narendramodi) March 31, 2026


