Reiterates the government's resolve for the progress of Lakshadweep

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ହୋଇଥିବା କଥାବାର୍ତ୍ତାର ଝଲକ ବାଣ୍ଟିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ଲାକ୍ଷାଦ୍ୱୀପରେ ଭାରତ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥା ହେବା ବେଶ୍ ଆନନ୍ଦଦାୟକ ଥିଲା । ଏକ ମହିଳା ଗୋଷ୍ଠୀ ରେଷ୍ଟୁରାଣ୍ଟ ଆରମ୍ଭ କରିବା ଦିଗରେ କିପରି କାର୍ଯ୍ୟ କଲେ ଏବଂ କିପରି ଆତ୍ମନିର୍ଭରଶୀଳ ହେଲେ ସେ ବିଷୟରେ ଆଲୋଚନା କଲେ: ହୃଦ୍‌ରୋଗର ଚିକିତ୍ସାରେ କିପରି ଆୟୁଷ୍ମାନ ଭାରତ ସହାୟକ ହେଲା ତାହା ଜଣେ ବୃଦ୍ଧ ସେୟାର କରିଥିଲେ ଏବଂ ପିଏମ୍‌-କିଷାନ୍ ଯୋଜନାରୁ କିପରି ଜଣେ ମହିଳା ଚାଷୀଙ୍କ ଜୀବନ ବଦଳିଗଲା ତାହା ସେୟାର କରିଥିଲେ । ଅନ୍ୟମାନେ ମାଗଣା ରାସନ, ଦିବ୍ୟାଙ୍ଗଙ୍କ ପାଇଁ ଉପଲବ୍ଧ ସୁବିଧା, ପିଏମ୍‌-ଆବାସ, କିଷାନ କ୍ରେଡିଟ୍ କାର୍ଡ, ଉଜ୍ଜ୍ୱଳା ଯୋଜନା ଏବଂ ଅନ୍ୟ ବାବଦରେ ଆଲୋଚନା କରିଥିଲେ । ବିକାଶର ଲାଭ ବିଭିନ୍ନ ବର୍ଗର ଲୋକ ଏପରିକି ଅତି ଦୂରଦୂରାନ୍ତ ପର୍ଯ୍ୟନ୍ତ ପହଞ୍ଚୁଛି ଦେଖି ସନ୍ତୋଷଜନକ ଲାଗିଲା ।’

 

 

 

PM Modi also reiterated the government's commitment to the progress of Lakshadweep.

"Since the last 9 years we have worked to enhance Lakshadweep's progress and our resolve only got stronger!"

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Domestic air passenger traffic to rise by 3-6 pc in this fiscal: ICRA

Media Coverage

Domestic air passenger traffic to rise by 3-6 pc in this fiscal: ICRA
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 24, 2026
July 24, 2026

Aatmanirbhar in Action — Space, Missiles, EVs & Livelihoods Under PM Modi’s Watch