ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦର ନିର୍ମାଣ କରିଥିବା ଶ୍ରମିକମାନଙ୍କ ସହିତ ଆଲୋଚନା କରିଛନ୍ତି ଓ ତାଙ୍କୁ ସମ୍ମାନିତ କରିଛନ୍ତି। ଶ୍ରମିକମାନଙ୍କର ଯୋଗଦାନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ନୂଆ ସଂସଦ ଭବନରେ ନୂତନ ଗ୍ୟାଲେରି କରାଯାଇଛି।
ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି :
‘‘ଆଜି, ଆମେ ଆମର ସଂସଦର ନୂଆ ଭବନର ଉଦ୍ଘାଟନ କରୁଛୁ, ଆମେ ଶ୍ରମିକମାନଙ୍କୁ ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଶିଳ୍ପ ଦକ୍ଷତା ପାଇଁ ମଧ୍ୟ ସମ୍ମାନିତ କରୁଛୁ।’’
Today, as we inaugurate the new building of our Parliament, we honour the Shramiks for their tireless dedication and craftsmanship. pic.twitter.com/8FQOWTaFhA
— Narendra Modi (@narendramodi) May 28, 2023


