ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଅନୁଷ୍ଠିତ ୟୁ-୨୩ ବିଶ୍ୱ କୁସ୍ତି ଚାମ୍ପିୟନସିପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ଉତ୍ସାହିତ କରିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

‘ନିକଟରେ ଅନୁଷ୍ଠିତ ୟୁ-୨୩ ବିଶ୍ୱ କୁସ୍ତି ଚାମ୍ପିୟନସିପରେ ଆଜି ପର୍ଯ୍ୟନ୍ତର ସର୍ବଶ୍ରେଷ୍ଠ ପ୍ରଦର୍ଶନରେ ଭାରତର କୁସ୍ତି ପ୍ରତିଭା ଆହୁରି ଚମକିଛି । କାରଣ ଆମେ ଚମତ୍କାର ୯ ପଦକ ହାସଲ କରିଛୁ । ସେଥିରୁ ୯ ଆମ ନାରୀ ଶକ୍ତି ଜିତିଛନ୍ତି । ବିଶ୍ୱ ଚାମ୍ପିୟନସିପରେ ଆମ ଆଗାମୀ କୁସ୍ତିଯୋଦ୍ଧାଙ୍କ ଏହା ଉଲ୍ଲେଖନୀୟ ପ୍ରଦର୍ଶନ । ଆମ କୁସ୍ତିଯୋଦ୍ଧାଙ୍କ ଅତୁଳନୀୟ ନିଷ୍ଠା ଏବଂ ଦୃଢ଼ତାର ଏହା ପ୍ରମାଣ । ସେମାନଙ୍କୁ ଶୁଭେଚ୍ଛା ଏବଂ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।’

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 27, 2026
June 27, 2026

Appreciation for PM Modi's Development-Focused and People-Centric Governance