ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପର୍ଶୁରାମ ଜୟନ୍ତୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପର୍ଶୁରାମ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଅନେକ ଅନେକ ଅଭିନନ୍ଦନ । ଦୟା ଏବଂ କରୁଣା ସହିତ ଭଗବାନ ପର୍ଶୁରାମ ତାଙ୍କର ବୀରତ୍ୱ ଏବଂ ପରାକ୍ରମ ପାଇଁ ପୂଜନୀୟ ଅଟନ୍ତି ।”
देशवासियों को परशुराम जयंती की ढेरों बधाई। भगवान परशुराम दया और करुणा के साथ ही अपने शौर्य और पराक्रम के लिए पूजनीय हैं।
— Narendra Modi (@narendramodi) May 3, 2022


